ନିଜ ଚଳଚ୍ଚିତ୍ରରେ ଆଲିଆଙ୍କୁ ‘ହିରୋଇନ୍’ ନୁହେଁ, ‘ହିରୋ’ ଭାବେ ନେବାକୁ ଚାହାନ୍ତି ରାଜମୌଲୀ
ନୂଆଦିଲ୍ଳୀ: ସିନେ ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲୀ ତାଙ୍କ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ ସୁଟିଂକୁ ନେଇ ବ୍ୟାପକ ପ୍ରମୋସନ୍ର ଆୟୋଜନ କରିଥିବା ନଜର ଆସିଛନ୍ତି। ପ୍ରମୁଖ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରାମ ଚରଣ ଓ ଜୁନିୟର୍ ଏନ୍ଟିଆର୍। ଏହି ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି। ଏହି ପ୍ରମୋସନାଲ୍ ଉତ୍ସବରେ ଜଣେ ପ୍ରଶଂସକ ଦର୍ଶକ ରାଜମୌଲୀଙ୍କୁ ପ୍ରଶ୍ନ କରିଥିଲେ।, ‘ଆପଣ ଯଦି ଆଗକୁ ଜଣେ ମହିଳା ସୁପରହିରୋଙ୍କୁ ନେଇ […]