ନାଟକ ପାଇଁ ଭଲ ମଞ୍ଚର ଅଭାବ, ଏକମାତ୍ର ଭରସା ରବୀନ୍ଦ୍ର ମଣ୍ଡପ
ଭୁବନେଶ୍ବର,(ସସ୍ମିତା ସାହୁ): ନାଟକ ପରିବେଷଣ ପାଇଁ ଭଲ ମଞ୍ଚଟିଏ ଦରକାର। ମଞ୍ଚରେ ସବୁପ୍ରକାର ଅତ୍ୟାଧୁନିକ ଭିତ୍ତିଭୂମି ଥିଲେ ନିର୍ଦ୍ଦେଶକଙ୍କୁ ଏକ ଉନ୍ନତମାନର ନାଟକ ମଞ୍ଚସ୍ଥ କରାଇବାରେ ସୁବିଧା ହେବ। କିନ୍ତୁ ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପକୁ ଛାଡ଼ିଦେଲେ ରାଜ୍ୟର ଆଉ କୌଣସି ଜିଲ୍ଲାରେ ଏମିତି ମଣ୍ଡପ ନାହିଁ। କଳା, ସଂସ୍କୃତିର ରାଜ୍ୟ ଓଡ଼ିଶାରେ ଏମିତି ଏକ ବିଡ଼ମ୍ବନା ନାଟ୍ୟପ୍ରେମୀମାନଙ୍କୁ ବ୍ୟଥିତ କରୁଛି। ଏ ଦିଗରେ ସଂସ୍କୃତି ବିଭାଗ ବି କିଛି ଚିନ୍ତା ନ କରିବା ଆହୁରି ଆଶ୍ଚର୍ଯ୍ୟଜନକ। ନାଟକର […]