ଏହି ଲୋକପ୍ରିୟ ନାୟିକାଙ୍କ ସାଥ୍ କେବେ ପାଇବେ ଦୀପକ
ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ନାୟକ ଦୀପକଙ୍କ ସହ କେତେଜଣ ଲୋକପ୍ରିୟ ନାୟିକାଙ୍କ ସହ ଏଯାଏ ବଡ଼ ପରଦାରେ ଦେଖିବାକୁ ମିଳିନାହିଁ। ଏମାନଙ୍କ ଭିତରୁ ଜଣେ ହେଲେ ତମନ୍ନା। ଉଭୟଙ୍କୁ ଏଯାଏ କୌଣସି ଓଡ଼ିଆ ଛବିରେ ଏକାଠି ଦେଖିବାକୁ ପାଇନାହାନ୍ତି ଦର୍ଶକ। ବାବୁସାନ୍, ଅନୁଭବ ଓ ସବ୍ୟସାଚୀଙ୍କ ଭଳି ଆଗଧାଡ଼ିର ନାୟକଙ୍କ ସହିତ କାମ କରିଛନ୍ତି ତମନ୍ନା। ସେ ଅନୁଭବଙ୍କ ସହ ‘ପ୍ରେମ କୁମାର’, ବାବୁସାନଙ୍କ ସହ ‘ଗୋଲମାଲ୍ ଲଭ୍’ ଏବଂ ସବ୍ୟସାଚୀଙ୍କ ସହ ‘ଲକିର […]
