ଦେଶ ବିଦେଶ ମନୋରଞ୍ଜନ

ଦିନେ ୩୦୦ ଟଙ୍କା ଧରି ଘର ଛାଡିଥିଲେ । ଆଜି ସାଉଥ୍ ଫିଲ୍ମ ଦୁନିଆର ସୁପରଷ୍ଟାର । ପଢନ୍ତୁ, ଅଭିନେତା ୟଶଙ୍କ ସଂଘର୍ଷମୟ ଯାତ୍ରା…

କନକ ବ୍ୟୁରୋ: ଭାଓଲେନ୍ସ, ଭାଓଲେନ୍ସ, ଭାଓଲେନ୍ସ । କେଜିଏଫ୍ ଷ୍ଟାର ରକି ଭାଇଙ୍କ ଏ ଡାଇଲଗ ଏବେ ସବୁଠି ଚର୍ଚ୍ଚାରେ । ଆଉ ଫିଲ୍ମ କେଜିଏଫ୍ ୨ର କ୍ରେଜ୍ ବି ଏତେ ଯେ, ତାକୁ କହିବା ବି ମୁସ୍କିଲ । ଏହାରି ଭିତରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି ସୁପରଷ୍ଟାର ୟଶଙ୍କ ସେହି ସଂଘର୍ଷ ଦିନର କାହାଣୀ । ଆଜି ଆମେ ଯାହାଙ୍କୁ ସୁପରଷ୍ଟାର ୟଶ ଆଉ ରକି ଭାଇ ବୋଲି ଜାଣୁଛେ, ତାଙ୍କ ପୂରା ନାଁ […]

ରାଜ୍ୟ ସ୍ୱାସ୍ଥ୍ୟ

ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଡିଏମଇଟି

ଭୁବନେଶ୍ବର: କରୋନା ଭୁତାଣୁର ନୂଆ ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି। ଏହା କେତେ ସଂକ୍ରାମକ ତାହା ଉପରେ ତର୍ଜମା ଚାଲିଛି। ଏହା ପ୍ରାଥମିକ ଅବସ୍ଥାରେ ଅଛି। ତେବେ ମାସ୍କ ପିନ୍ଧିବା ଜରୁରୀ। ଗହଳି ଚହଳିରେ ମାସ୍କ ପିନ୍ଧିବା ଜରୁରୀ। ଅନ୍ୟ ରାଜ୍ୟରେ […]

ଦେଶ ବିଦେଶ ମନୋରଞ୍ଜନ

ଦେଖନ୍ତୁ ଛାତ୍ରଛାତ୍ରୀଙ୍କ ସହ ତାଳରେ ତାଳ ମିଳାଇ କିପରି ନାଚୁଛନ୍ତି ମହିଳା ଆଇଏଏସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲଟିଛି, ଯେଉଁଠାରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ ବଡିଆ ପର୍ଯ୍ୟନ୍ତ ସମସ୍ତେ ଧମାଲ କରୁଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା କିଛି ଭିଡିଓ ରାତାରାତି ଭାଇରାଲ ହୋଇଯିବା ହେତୁ , ଉକ୍ତ ଭିଡିଓରେ ଥିବା ବ୍ୟକ୍ତି ବି ଚର୍ଚ୍ଚାକୁ ଚାଲି ଆସିଥାଆନ୍ତି। ଏହି କ୍ରମରେ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେରଳର ଜଣେ ଆଇଏଏସ୍ ଅଧିକାରୀ ଛାତ୍ରଛାତ୍ରୀମାନଙ୍କ ସହ ନାଚୁଥିବାର ନଜର […]

ମନୋରଞ୍ଜନ ରାଜ୍ୟ

ଏହି ସିନେମାରେ ବୁଦ୍ଧାଦିତ୍ୟଙ୍କ ସହ କାମ କରିଛନ୍ତି ଆଜିକାର ଏହି ବ୍ୟସ୍ତ ନାୟିକା

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟକ ବୁଦ୍ଧାଦିତ୍ୟ ମହାନ୍ତି ୨୦୦୬ରେ ରିଲିଜ୍ ହୋଇଥିବା ‘ଆଇ ଲଭ ମାଇଁ ଇଣ୍ଡିଆ’ରୁ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ‘ପ୍ରେମରୋଗୀ’, ‘ନନ୍ଦିନୀ ଆଇ ଲଭ୍ ୟୁ’, ‘ସଙ୍ଗମ’, ‘ଲୋଫର୍’, ‘ତୁ ଥିଲେ ମୋ’ ଡର କାହାକୁ, ‘ପାଗଳ କରିଚି ପାଉଁଜି ତୋ’ର’, ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’, ‘ଜଗା ହାତରେ ପଘା’ ଓ ‘ଶ୍ରୀମାନ୍ ସୁରଦାସ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି। ଖାଲି ସେତିକି ନୁହେଁ ସେ କେତେକ […]

କଳା ଓ ସଂସ୍କୃତି ରାଜ୍ୟ

ରୁକୁଣା ରଥଯାତ୍ରା : ରଥ ଉପରେ ରହିବେ କମ୍‌ ସେବାୟତ

ପୁରୁଣା ଭୁବନେଶ୍ୱର: ଆସନ୍ତା ୯ତାରିଖରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା। ଏଥିପାଇଁ ଆଜି ସ୍ଥାନୀୟ ମା’ କଲ୍ୟାଣ ମଣ୍ଡପରେ ପୁଲିସ କମିସନରଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯାତ୍ରାର ସୁରକ୍ଷା ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ରଥ ପ୍ରତିଷ୍ଠା ଦିନ ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା ହୋଇଥିଲା। ରଥ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟର ୧୧ଟି ଜିଲ୍ଲାରୁ ୨୮ କରୋନା ପଜିଟିଭ ଚିହ୍ନଟ, ୩ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ଗତକାଲି ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ମାତ୍ର ୧୧ଟି ଜିଲ୍ଲାରୁ ୨୮ ଜଣ କରୋନା ପଜିଟିଭ […]

ଦେଶ ବିଦେଶ ପର୍ଯ୍ୟଟନ

୧୦ ବର୍ଷର ରେକର୍ଡ ଭାଙ୍ଗିଲା: କାଶ୍ମୀରରେ ୧.୮ ଲକ୍ଷ ପର୍ଯ୍ୟଟକ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ବିଭାଗଠାରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସର ପର୍ଯ୍ୟଟକଙ୍କ ସଂଖ୍ୟା କାଶ୍ମୀରର ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। କାଶ୍ମୀରର ପର୍ଯ୍ୟଟନ ନିର୍ଦ୍ଦେଶକ ଜି.ଏନ୍. ଇତୁ କହିଛନ୍ତି ଯେ କାଶ୍ମୀରରେ ବିଭିନ୍ନ ଋତୁର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଉଥବା ବେଳେ ଏହା ପ୍ରଥମ ଥର ବସନ୍ତ ଋତୁ ପାଇଁ ପ୍ରୋତ୍ସାହିତ କରିଛି। ତଥ୍ୟ ଅନୁସାରେ ଗତ ଜାନୁଆରି ଏବଂ ଫେବୃଆରି ମାସରେ ପ୍ରାୟ ୧,୬୨,୬୬୪ ଜଣ ଭାରତୀୟ ଏବଂ ୪୯୦ […]

ଖେଳ ଦେଶ ବିଦେଶ

ହକି ଇଣ୍ଡିଆ ପାଣ୍ଠି ହଡ଼ପ ଅଭିଯୋଗ, ସିିବିଆଇ ଜାଲରେ ବାତ୍ରା

ନୂଆଦିଲ୍ଲୀ: ହକି ଇଣ୍ଡିଆର ପୂର୍ବତନ ସଭାପତି, ଭାରତୀୟ ଅଲିମ୍ପିକ୍ସ ସଂଘର ମୁଖ୍ୟ ତଥା ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି। ହକି ଇଣ୍ଡିଆରେ ହୋଇଥିବା ୩୫ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ବୁଧବାର ତାଙ୍କ ସହ ଅନ୍ୟ କେତେକ ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ବାତ୍ରାଙ୍କୁ ଏହି ମାମଲାରେ ଜେରା ପାଇଁ ଡକାଯିବ ବୋଲି ସିବିଆଇର ଜଣେ ବରିଷ୍ଠ […]

ଦେଶ ବିଦେଶ ମନୋରଞ୍ଜନ

ଓଜନ ବଢ଼ାଇବା ଚେଷ୍ଟାରେ ରିତେଶ ଦେଶମୁଖ୍‌, ଇନ୍‌ଷ୍ଟାରେ ସେୟାର୍‌ କଲେ ମଜାଦାର୍‌ ଭିଡିଓ

ମୁମ୍ବାଇ: ନିଜର ମଜାଦାର ଫଟୋ ଓ ଭିଡିଓକୁ ନେଇ ସର୍ବଦା ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ। ସେ କେବେ ଫିଲ୍ମ ସେଟ୍‌ରେ ତ ପୁଣି କେବେ ଘରେ ପତ୍ନୀ ଓ ପିଲାଙ୍କ ସହ ମସ୍ତି କରୁଥିବା ବେଳର ଭିିଡିଓ କରି ସୋସିଆଲ୍‌ ମିଡିଆରେ ସେୟାର କରିଥାନ୍ତି। ସେହି ମଜାକ ଅନ୍ଦାଜରେ ରିତେଶ ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ଆଉ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରିତେଶ ଜମେଇକି ଖାଦ୍ୟ ଖାଉଥିବାର ନଜର […]

ଦେଶ ବିଦେଶ ମନୋରଞ୍ଜନ

ଦର୍ଶକଙ୍କ ମନ କିଣୁଛନ୍ତି ଝଲକ୍, ‘ରାଧାକୃଷ୍ଣନ୍‌’ର ରୁକ୍ମିଣୀରୁ ‘ବ୍ରଜକେ ଗୋପାଲ’ର ରାଧାରାଣୀ

ମୁମ୍ବାଇ: କଥାରେ କହନ୍ତି, ନିଶା ଯେତେବେଳେ ପେସା ପାଲଟିଯାଏ ସେତେବେଳେ ଜୀବନଟା ସରସ ସୁନ୍ଦର ହେବା ସହ ଆପଣା ଛାଏଁ ଆତ୍ମତୃପ୍ତି ଅଜାଡ଼ି ହୋଇପଡ଼େ। ତେବେ ଆହରିତ ପେସା ଅପେକ୍ଷା ଆଧାରିତ ପେସା ହିଁ ଶ୍ରେୟସ୍କର। ଅର୍ଥାତ୍‌ ପରିସ୍ଥିତିରେ ପଡ଼ି କୌଣସି ପେସାକୁ ଆପଣେଇବା ଅପେକ୍ଷା ନିଜର ଆଧାର ପାଲଟିଥିବା ପେସା ହିଁ ଜୀବନରେ ଅଧିକ ସାର୍ଥକତା ଆଣିଥାଏ। ଟିଭି ଅଭିନେତ୍ରୀ ଝଲକ ଦେଶାଇ ହେଉଛନ୍ତି ଏହାର ଜଣେ ଜ୍ବଳନ୍ତ ଉଦାହରଣ। ଅଭିନେତ୍ରୀ ଜନନୀଙ୍କ ଜଠରରୁ ସତେ […]