ମାଟି ତଳୁ ବାହାରିଲା ୧୪ ଶହ ବର୍ଷର ଭାସ୍କର୍ଯ୍ୟ
ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ମାଟି ତଳେ ରହିଛି ପ୍ରାୟ ୧୪ ଶହ ବର୍ଷର ଭାସ୍କର୍ଯ୍ୟ। ଶୁକଶାରି ମନ୍ଦିର କଡ଼ରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) ଦ୍ବାରା ଚାଲିଥିବା ଖନନ ବେଳେ ଏହି ତଥ୍ୟ ପ୍ରମାଣିତ ହୋଇଛି। ଆଜି ମାଟି ତଳୁ ମିଳିଛି ଏକ ମହିଷା ମର୍ଦ୍ଦିନୀ ମୂର୍ତ୍ତି। ଦୁଇଦିନ ପୂର୍ବରୁ ମିଳିଥିଲା ଏକ ଅର୍ଦ୍ଧନାରୀଶ୍ବର ମୂର୍ତ୍ତି। ଆଗକୁ ଖନନ କାର୍ଯ୍ୟ ଜାରି ରହିବ ଓ ମାଟି ତଳୁ ଅଧିକ ମୂର୍ତ୍ତି କାରୁକାର୍ଯ୍ୟ ବାହାରିବ ବୋଲି ଏଏସ୍ଆଇ […]