ପୁରୁଣା ଛାପରେ ଛଟପଟ
ଫିଲ୍ମ ଦୁନିଆ ଏମିତି ଏକ ପରିସର ଯେଉଁଠି ଜଣେ କଳାକାର ପଛରେ ନିର୍ଦ୍ଦିଷ୍ଟ ଛାପ ବାଜିଗଲେ, ତାହା ବଦଳାଇବା ଭାରି କଷ୍ଟକର। ତାହାର କିଛି ସକାରାତ୍ମକ ପରିଣାମ ଥାଇପାରେ। ମାତ୍ର ଟିଭି ଅଭିନେତ୍ରୀ ସୋନାରିକା ଭଦୋରିଆ ସେଭଳି ଛାପର ବିପରୀତ ପରିଣାମ ଭୋଗୁଛନ୍ତି। ପୌରାଣିକ ଧାରାବାହିକ ‘ଦେବୋଁ କି ଦେବ ମହାଦେବ’ରେ ଆଦିଶକ୍ତି ମା’ ପାର୍ବତୀ ଭୂମିକାକୁ ସେ ଏପରି ନିଖୁଣ ଭାବରେ ନିଭାଇଥିଲେ ଯେ ତାଙ୍କୁ ଦର୍ଶକେ ଆଉ ଅନ୍ୟ କୌଣସି ରୋଚକ କାମିନୀ ଭୂମିକାରେ […]