ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ୨ ଗିରଫ; କୋଠା ମାଲିକ ଫେରାର୍
ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟା ବେଳେ ଦିଲ୍ଲୀର ବାହାରପଟ ଅଞ୍ଚଳରେ ଥିବା ମୁଣ୍ଡକାସ୍ଥିତ ଗୋଟାଏ ୪ ମହଲା ବାଣିଜ୍ୟିକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ଓ ୧୨ଜଣ ଆହତ ହୋଇଥିବା ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ପୁଲିସ କହିବା ଅନୁସାରେ, କମ୍ପାନିର ମାଲିକ ହରିଶ ଗୋଏଲ୍ ଏବଂ ତାଙ୍କ ଭାଇ ବରୁଣ ଗୋଏଲଙ୍କୁ ଗିରଫ କରାଯାଇଛି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉଭୟଙ୍କ ବାପା ଅମରନାଥ ଗୋଏଲ୍ ଅଛନ୍ତି। ଅଗ୍ନିଶମ ବିଭାଗରୁ ‘ସେଫ୍ଟି କ୍ଲିୟରାନ୍ସ୍’ ପାଇ […]