ବେଆଇନ୍ ଲୋନ୍ ଆପ୍ରେ ୬.୫୭କୋଟି ଠକେଇ ଘଟଣା: ଗୁରୁଗ୍ରାମ୍ରୁ ପୁଣି ଜଣକୁ ଗିରଫ କଲା ଇଓଡବ୍ଲୁ
ଭୁବନେଶ୍ବର : ବେଆଇନ ଲୋନ୍ ଆପ୍ ଖୋଲି ଲୋକଙ୍କୁ ଋଣ ଦେବା ନାଁରେ ୬.୫୭କୋଟି ହଡ଼ପ କରିବା ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ପୁଣି ଜଣକୁ ଗିରଫ କରିଛି। ସେ ହେଉଛି ହରିୟାଣା ଗୁରୁଗ୍ରାମ୍ର ତରୁଣ ଦୁଦେଜା। ତଦନ୍ତରୁ ଜଣାପଡ଼ିଛି ଯେ ତରୁଣ ଏକା ସମୟରେ ଡିଜିଟାଲ୍ ବଟ୍ଵା, ଆଇ ପୈସା ଅନଲାଇନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍, ସ୍ବିଜ୍ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ବାଜାରପେ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମିଲାନମ୍ ଏଣ୍ଟରପ୍ରାଇଜ୍, ବଚ୍ଚତ୍ ଅନଲାଇନ୍ ନାମରେ […]