ସିବିଆଇ ଚଢ଼ାଉ ଉପରେ ପ୍ରତିକ୍ରିୟା ଦେଲେ କେ ଚିଦାମ୍ବରମ୍, କେତେ ଥର ହେଲା ହିସାବ କରିବା ଭୁଲିଯାଇଛି
ନୂଆଦିଲ୍ଳୀ: ଲାଞ୍ଚ ନେଇଥିବା ଅଭିଯୋଗରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘର ଏବଂ ଅଫିସ୍ ୭ଟି ସ୍ଥାନରେ ଚଢ଼ାଉ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଅାଇ)। ତାଙ୍କ ବାସଭବନରେ ବି ସିବିଆଇ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି। ଚେନ୍ନାଇ, ମୁମ୍ବାଇ, ଓଡ଼ିଶା ଓ ଦିଲ୍ଲୀରେ ଥିବା କାର୍ତ୍ତି ଚିଦାମ୍ବରମ ଓ ତାଙ୍କ ସହଯୋଗୀମାନଙ୍କ ଘରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ସିବିଆଇ କାର୍ତ୍ତିଙ୍କ ବିରୋଧରେ ଏକ […]