ମାର୍ସଙ୍କ ମହତ୍ବପୂର୍ଣ୍ଣ ଅର୍ଦ୍ଧଶତକ, କିଙ୍ଗ୍ସକୁ ହରାଇ ଚତୁର୍ଥରେ କ୍ୟାପିଟାଲ୍ସ
ମୁମ୍ବାଇ: ପ୍ଲେ ଅଫ୍ ପ୍ରଦେଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାକୁ ୧୭ ରନ୍ରେ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ ପଏଣ୍ଟ୍ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ତା ସହ ନିଜ ପ୍ଲେ ଅଫ୍ ପ୍ରବେଶ ଆଶାକୁ ଆହୁରି ଦୃଢ଼ କରିଛି। ତ୍ରୟୋଦଶ ମ୍ୟାଚ୍ରୁ ଦିଲ୍ଲୀର ଏହା ସପ୍ତମ ବିଜୟ ଥିଲା। ଅନ୍ୟପକ୍ଷରେ ସେହି ତ୍ରୟୋଦଶ ମ୍ୟାଚ୍ରୁ ସପ୍ତମ ପରାଜୟ ବରଣ କରିଥିବା ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫ୍ ପ୍ରବେଶ […]