ଲୁଟିବା ପାଇଁ ବିଜୁଳି ବିଲିଂରେ କାରସାଦି: ୨୫ ଦିନିଆ ବିଲ୍, ଗୋଟିକରେ ଠକୁଛନ୍ତି ୪୩ ଟଙ୍କା
ଭୁବନେଶ୍ବର : ବିଦ୍ୟୁତ ଭିତ୍ତିଭୂମି ବିକାଶ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଘନ ଘନ ବିଦ୍ୟୁତ କାଟ୍ ଚାଲିଛି। ପରିବହନ ଜନିତ କ୍ଷତି ମଧ୍ୟ ଡିସ୍କମ୍ କମ୍ପାନିମାନେ କମାଇ ପାରୁ ନାହାନ୍ତି। ଫଳରେ ଉପଭୋକ୍ତାଙ୍କ ମୁଣ୍ଡରେ ଆର୍ଥିକ ବୋଝ ଲଦି ଦିଆଯାଉଛି। ଏହାକୁ ନେଇ ଡିସ୍କମ୍ କମ୍ପାନି ବିବାଦରେ ରହିଥିବା ବେଳେ ଆଉ ଏକ ଗୁମର ପଦାରେ ପଡ଼ିଛି। ପୂର୍ବରୁ ୩୦ ଦିନରୁ ଅଧିକ ଦିନର ବିଲ୍ ତିଆରି କରି ଡିସ୍କମ୍ […]