ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରାଥମିକ ଶିକ୍ଷାରେ ସମ୍ବଲପୁର ପଛୁଆ କାହିଁକି?

ସମ୍ବଲପୁର : ଦେଶର ସରକାରୀ ସ୍କୁଲ୍ ଗୁଡ଼ିକରେ ପ୍ରାଥମିକ ଶିକ୍ଷାର ସ୍ଥିତି ସଂପର୍କରେ ଜାତୀୟ ଶୈକ୍ଷିକ ଅନୁସଂଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ବାରା କରା ଯାଉଥିବା ଜାତୀୟ ଉପଲବ୍‌ଧି ସର୍ବେକ୍ଷଣ (ନାସ୍‌)ରେ ଓଡ଼ିଶାର ସ୍ଥାନ ଜାତୀୟ ସ୍ତରରେ ଯଥେଷ୍ଟ ତଳେ ରହିଛି। ତୃତୀୟ, ପଞ୍ଚମ ଓ ଅଷ୍ଟମ ତିନିଟି ଶ୍ରେଣୀର ପ୍ରଦର୍ଶନକୁ ନେଇ ହେଉଥିବା ସର୍ଭେରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରାହାରିର ଯଥେଷ୍ଟ ତଳେ ରହିଛି। ଏହାଠୁ ଅଧିକ ଉଦ୍‌ବେଗର ବିଷୟ‌ ଯେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଭାରତରେ ପଢ଼ିପାରିବେ ଭାରତୀୟ ବଂଶୋଦ୍ଭବ

ଭୁବନେଶ୍ବର : ବିଦେଶରେ ବସବାସ କରୁଥିବା ତଥା ଭାରତୀୟ ବଂଶୋଦ୍ଭବଙ୍କୁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ସୁଯୋଗ ମିଳିବ। ନନ୍‌-ରେସିଡେଣ୍ଟ ଇଣ୍ଡିଆନ୍‌ (ଏନ୍‌ଆରଆଇ), ପର୍ସନ ଅଫ୍‌ ଇଣ୍ଡିଆନ୍‌ ଓରିଜି ନ୍‌(ପିଆଇଓ) ଓ ଓସିଆଇଙ୍କ ପାଇଁ ଦେଶର ଶ୍ରେଷ୍ଠ ବୈଷୟିକ ଶିକ୍ଷାନୁଷ୍ଠାନ ତଥା ଏନ୍‌ଆଇଆରଏଫ୍‌ ରୢାଙ୍କ ହାସଲ କରିଥିବା ଶିକ୍ଷାନୁଷ୍ଠାନ ଯଥା ଏନ୍‌ଆଇଟି, ଆଇଆଇଆଇଟି, କେନ୍ଦ୍ରୀୟ-ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଆଇଟି ବ୍ୟତୀତ)ରେ ୧୫% ସିଟ୍‌ ସଂରକ୍ଷିତ ରହିବ। ଏଥିପାଇଁ ଡାଇରେକ୍ଟ ଆଡମିସନ ଅଫ୍‌ ଷ୍ଟୁଡେଣ୍ଟ ଆବ୍ରଡ୍‌(ଦାସା)-୨୦୨୨-୨୩ ଯୋଜନା […]

ଅପରାଧ ରାଜ୍ୟ

ଚାଷ ଓ ଚାଷୀ ବିରୋଧରେ ଭୀଷଣ ଷଡ଼୍‌ଯନ୍ତ୍ର: ୧ଲକ୍ଷ ୩୫ହଜାର କୋଟିର ଲାଭ କିଏ ନେଲା

ଭୁବନେଶ୍ବର : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ କହିଥିଲେ, ‘ଅନ୍ୟ ସବୁ କଥା ପଛରୁ ରହିପାରେ, କୃଷି ନୁହେଁ।’ ଓଡ଼ିଶାର ଗର୍ବ ଗୌରବର ପ୍ରତୀକ ମଧୁବାବୁ କୃଷି ଓ କୃଷି ଭିତ୍ତିକ ଶିଳ୍ପର ବିକାଶ ଉପରେ ଗୁରୁତ୍ବ ଦେଇ କହିଥିଲେ, ‘କୃଷି ହେଉଛି ଭୂମିର ସଂସ୍କୃତି ଓ ହସ୍ତର ସଂସ୍କୃତି େହଉଛି ଶିଳ୍ପ (କୁଟୀର ଶିଳ୍ପ)।’ କୌଟିଲ୍ୟ ଅର୍ଥଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ କୃଷି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। କୃଷି ଉପଯୋଗୀ ଜମି […]

ଅପରାଧ ରାଜ୍ୟ

ବାଣୀବିହାରର ୮ ପାଠ୍ୟକ୍ରମରେ ତାଲା, ସେଲ୍ଫ ଫାଇନା‌ନ୍ସିଂ ପାଠ୍ୟକ୍ରମରେ ଲାଗିଲା କଟକଣା

ଭୁବନେଶ୍ବର : ‌ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଲା କଟକଣା। ବିଶ୍ବବିଦ୍ୟାଳୟଗୁଡ଼ିକର ମୋଟ ସିଟ୍‌ର ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଲାଗି ସଂରକ୍ଷିତ ରହିବ। ରାଜଭବନ ପକ୍ଷରୁ ଏପ୍ରିଲ ୧୨ରେ ଜାରି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟର ୩ଟି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦ‌କ୍ଷେପ ନେଇଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଉତ୍କଳ ସମେତ ରେଭେନ୍ସା ଓ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିଡି) ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପାଖାପାଖି […]

ଅପରାଧ ରାଜ୍ୟ

ଆନ୍ଧ୍ରର ପୁଣି ଦାଦାଗିରି: ଓଡ଼ିଶା‌ରେ ପଶି ବନ୍ଦକଲେ ‘ବସୁଧା’ ଯୋଜନା କାମ

ପଟାଙ୍ଗି : ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦଖଲ ପାଇଁ ଏବେ ନାଲିଆଖି ଦେଖାଇବା ଆରମ୍ଭ କରିଛି ଆନ୍ଧ୍ର। ଓଡ଼ିଶା ସୀମାରେ ପଶି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଗୁଣ୍ଡାଙ୍କ ଭଳି ଆଚରଣ କରି ଧମକ ଦେବାକୁ ପଛାଇନାହିଁ। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଓଡ଼ିଶାରେ ରାଜ୍ୟ ସରକାର କରୁଥିବା ପ୍ରକଳ୍ପକୁ ଚାପ ପ୍ରୟୋଗ କରି ବନ୍ଦ କରିଦେଇଛନ୍ତି। ସୂଚନା ଅନୁଯାୟୀ, ବିବାଦୀୟ କୋଟିଆର ନେରେଡିବାଲାସା ଗାଁରେ ପ୍ରତି ଘରକୁ ବିଶୁଦ୍ଧ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ବିବାଦରେ ଅଭିନେତ୍ରୀ କଙ୍ଗନା ରାଣାୱତ । ‘ଧାକଡ୍’କୁ ବଏକଟ୍ ଦାବି

ବି-ଟାଉନ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ସବୁବେଳେ କୌଣସି କଥାକୁ ନେଇ ବିବାଦକୁ ଆସିଥାନ୍ତି । ଏବେ ସେ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି । ରିଲିଜ୍ ପୂର୍ବରୁ ତାଙ୍କ ଅଭିନୀତ ଫିଲ୍ମ ‘ଧାକଡ୍’କୁ ବଏକଟ୍ କରିବାକୁ ଦାବି ଉଠିଛି । ମେ ୨୦ ରେ ରିଲିଜ୍ ହେବାକୁ ଥିବା ସିନେମା ‘ଧାକଡ୍’କୁ ଟ୍ୱିଟରରେ ବଏକଟ କରିବାକୁ ଦାବି ହୋଇଛି । ଆଗକୁ ପଢନ୍ତୁ ଆଜି ଫ୍ରାଇଡେ ଫାଇଟ୍ : ପରଦାରେ ୨ ବଲିଉଡ ସହ ୨ ଓଲିଉଡ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ବଧୂ ବେଶରେ ‘ବେବି ଡଲ୍’ କନିକା କପୁର । ସେଲିବ୍ରେସନର ଭିଡିଓ ହେଲା ଭାଇରାଲ

ବେବି ଡଲ୍ ଗୀତ ଗାଇ ଫେମସ୍ ହୋଇଥିବା କନିକା କପୁରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ପୁଣି ଥରେ ବଧୂ ବେଶ ସାଜିଛନ୍ତି କନିକା । ନିଜ ବନ୍ଧୁ ଗୌତମଙ୍କୁ ବିବାହ କରିଛନ୍ତି । ତାଙ୍କର ମେହେନ୍ଦୀ ତଥା ପ୍ରି ୱେଡିଙ୍ଗ ସେରିମନିର ଫଟୋ ସବୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତିନୋଟି ଛୁଆର ମା’ କନିକା ପୁଣି ଆରମ୍ଭ କରିଛନ୍ତି ନିଜ ବୈବାହିକ ଜୀବନ। ‘ବେବି ଡଲ୍‌’ ଫେମ୍‌ କନିକା […]

ଅପରାଧ ରାଜ୍ୟ

ଛାତରୁ ଡେଇଁଲେ ଛାତ୍ରୀ ! ସହପାଠୀ ଓ ହଷ୍ଟେଲ ୱାର୍ଡେନଙ୍କ ରାଗିଂ ଅସହ୍ୟ ହେବାରୁ କଲେ ଆତ୍ମହତ୍ୟା

ବାଲେଶ୍ୱରରେ କଲେଜ ହଷ୍ଟେଲରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜର ଛାତ୍ରୀ ସାବିତ୍ରୀ ବେହେରା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସହଯୋଗୀ ଓ ହଷ୍ଟେଲ ୱାର୍ଡେନଙ୍କଠାରୁ ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗାଁରେ । ମୃତକଙ୍କ ପରିବାର ଲୋକେ ବାଲେଶ୍ୱର ସଦର ଥାନାରେ […]

ଅପରାଧ ରାଜ୍ୟ

ପ୍ରେମିକାକୁ ଗର୍ଭବତୀ ପରେ ପ୍ରତାରଣା ଅଭିଯୋଗ । ନ୍ୟାୟ ପାଇଁ ଧାରଣା ଦେଇଥିଲେ ଯୁବତୀ, ଫେରିଲେ ପ୍ରେମିକ

ପ୍ରେମିକାର ଧାରଣା ପରେ ଫେରିଲେ ପ୍ରେମିକ । ବିବାହର ମିଛ ପ୍ରତିଶ୍ରୁତି ଦେଇ ୭ବର୍ଷ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପ୍ରେମିକା ୭ ମାସର ଗର୍ଭବତୀ ହେବାପରେ ହାତ ଛାଡି ଦେଇଥିଲେ ପ୍ରେମିକ । ତେଣୁ ସ୍ତ୍ରୀର ମାନ୍ୟତା ଓ ଘରକୁ ପଶିବାକୁ ଅନୁମତି ଦାବି କରି ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତର ଛତ୍ରବର ଗାଁରୁ ଏଭଳି ଆଭାବନୀୟ ଚିତ୍ର […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମୃତ୍ୟୁ ପରେ ଫେରି ଆସିଲେ ସ୍ୱାମୀ : ଦ୍ୱିତୀୟ ଥର ପାଇଁ ବେଦୀରେ ବସି ନିଜ ସ୍ତ୍ରୀଙ୍କୁ କଲେ ବିବାହ

ପୁଣି ସଧବା ହେଲେ ବିଧବା ପତ୍ନୀ । ନିଜ ସ୍ୱାମୀଙ୍କୁ କଲେ ଦ୍ୱିତୀୟ ବିବାହ । ହୋମଯଜ୍ଞ ଓ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଭିତରେ ପୁଣିଥରେ ପଡିଲା ହାତଗଣ୍ଠି । ହାତରେ ଶଙ୍ଖା ପିନ୍ଧିଲେ ସୁବର୍ଣ୍ଣ । ଦ୍ୱିତୀୟଥର ପାଇଁ ସ୍ୱାମୀ ଘାସିଙ୍କୁ ବୈଦୀକ ରୀତିରେ କଲେ ବିବାହ । କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ପୋଡାପଦର ଗାଁର ଘାସି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ । ପରେ ତାଙ୍କ ମୃତ୍ୟୁ ଖବର ପାଇ ପରିବାର […]