୬ ଘରୁ ସିରିଜ୍ ଚୋରି, ବାଡି ପଟେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଗଲେ ଚୋର
ଗଞ୍ଜାମ, ୩୧|୦୫: ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗି ଥାନା ଅନ୍ତର୍ଗତ ଦୋମୁହାଣୀ ଗ୍ରାମ ଝାଞ୍ଜିରୀ ସାହିରେ ସିରିଜ୍ ଚୋରି । ସୋମବାର ରାତିରେ ଚୋରମାନେ ଲଗାତର ୬ ଜଣଙ୍କ ଘରେ ପଶି ଲୁଟ୍ କରି ଫେରାର ହୋଇଯାଇଛନ୍ତି । ରାତିରେ ଚୋରମାନେ ବାଡିପଟ ଦେଇ ୬ ଜଣଙ୍କ ଘରେ ପଶିଥିଲେ । ସେମାନେ ସାହିର ସନ୍ୟାସୀ ଗୌଡ଼, କାହ୍ନଉ ଗୌଡ଼, ଗୌର ପଳେଇ, ବୈଷମ ବେହେରା, ସୁନୀଳ ଗୌଡ଼, ସନ୍ତୋଷ ଗୌଡ଼ଙ୍କୁ ପରିବାରକୁ ଟାର୍ଗେଟ୍ କରିଥିଲେ । ଏହାସହ […]