ଅପରାଧ ରାଜ୍ୟ

ଗାଁରେ ପଶିଲା ଦନ୍ତାହାତୀ, ଭୟଭୀତ ଗାଁଲୋକ

ମୋରଡ଼ା ୦୧।୦୬: ଗାଁରେ ପଶିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ମୁଖ୍ୟ ବାଘଡା ବଜାର ସହ ଗାଁ କୁ ପ୍ରବେଶ କଲା ଦନ୍ତାହାତୀ । ଦିନ ବେଳେ ହାତୀକୁ ଦେଖି ଲୋକେ ଆତଙ୍କିତ । ବର୍ଷତମାମ ଏହି ଅଞ୍ଚଳରେ ଶିମିଳିପାଳ ଓ ଝାଡଖଣ୍ଡୀ ହାତୀ ପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଛନ୍ତି । ଆଜି ଝାଡ଼ଖଣ୍ଡୀ ଦନ୍ତାହାତୀ ମୁଖ୍ୟ ବଜାରକୁ ଆସିଥିବା ବେଳେ ବନବିଭାଗ ପାଖରେ ନଥିଲା କୌଣସି […]

ଖେଳ ରାଜ୍ୟ

ବାରବାଟୀରେ ଟି-୨୦ ମ୍ୟାଚ୍ ନେଇ ହାଇକୋର୍ଟରେ ମାମଲା : ମ୍ୟାଚ୍ ବନ୍ଦ କରିବାକୁ ଆବେଦନ

କଟକ ୧।୬: କଟକ ବାରବାଟୀ ଷ୍ଟାଡିୟମରେ ହେବକୁ ଥିବା ଟି-୨୦ ମ୍ୟାଚକୁ ନେଇ ହାଇକୋର୍ଟରେ ରୁଜୁ ହେଲା ମାମଲା । ଟି-୨୦ ମ୍ୟାଚ୍ ବନ୍ଦ କରିବାକୁ ପିଟିସନରେ ଆବେଦନ କରାଯାଇଛି । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ପିଟିସନରେ ଉଲ୍ଲେଖ ରହିଛି । ତେବେ ଭୁବନ ବାସିନ୍ଦା ସଞ୍ଜୟ ନାୟକ ଆବେଦନ କରିଥିବା ଜଣାପଡିଛି । ଅନ୍ୟପଟେ ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । […]

ଅପରାଧ ରାଜ୍ୟ

୬ ଜଣଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୧ଲକ୍ଷ ଟଙ୍କାର ଗହଣା

ଭଞ୍ଜନଗର ୦୧/୦୬ : ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗି ଥାନା ଅନ୍ତର୍ଗତ ଦୋମୁହାଣୀ ଗାଁ ଝାଞ୍ଜିରୀ ସାହିରେ ଗତ ରାତିରେ ଚୋରମାନେ ଲଗାତାର ୬ ଜଣଙ୍କ ଘରେ ପଶି ଲୁଟ କରି ଫେରାର ହୋଇଯାଇଛନ୍ତି। ଚୋର ସମସ୍ତ ଙ୍କ ବାଡ଼ିପଟେ କବାଟକୁ ଭାଙ୍ଗି ଘର ଭିତରେ ପସିଥିବା ଜଣାପଡିଛି l ସମସ୍ତଙ୍କ ଘରୁ ଲୁଟ ହୋଇଥିବା ସୁନାର ପରିମାଣ ୧୦ ତୋଳା ହୋଇଥିବା ବେଳେ ୧ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ତାରାସିଂଙ୍ଗ […]

ଖେଳ ରାଜ୍ୟ

ବାରବାଟୀ ଟି-ଟ୍ବେଣ୍ଟି ମ୍ୟାଚ୍‌ : ଟିକେଟ ଉପଲବ୍ଧ ନହେବାରୁ, କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ

କଟକ ୦୧।୦୬: ବାରବାଟୀ ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ଆଜିଠୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଦିନ ୧୧ ଟାରେ ଅନଲାଇନ ଟିକେଟ ବିକ୍ରି ହେବ ବୋଲି କୁହାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ଏବେ ଯାଏଁ ଟିକେଟ ଉପଲବ୍ଧ ନହେବାରୁ, କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ବିଳମ୍ବ ହୋଇଛି ଯଥା ଶୀଘ୍ର ଏହାର ସମାଧାନ କରାଯିବା ବୋଲି ଓସିଏ କର୍ତ୍ତୃପକ୍ଷ କହିଛନ୍ତି । ପେଟିଏମ ଆପ […]

ଅପରାଧ ରାଜ୍ୟ

ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ

ଭୁବନେଶ୍ୱର ୦୧/୦୬: ରାଜଧାନୀରେ ମୁଣ୍ଡ ଟେକିଛି ଆଉ ଏକ ଗ୍ୟାଙ୍ଗ। ରାଜଧାନୀରେ ଆଉ ଏକ ଗ୍ୟାଙ୍ଗ । ମରଣାସ୍ତ୍ର ଧରି ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡିଛନ୍ତି । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ଏୟାରଫିଲଡ଼ ଥାନା ଅଞ୍ଚଳରେ ଚଳାଇଥିଲେ ଆତଙ୍କ । ଗତ କିଛି ଦିନ ତଳେ ଏୟାର ଫିଲଡ଼ ଥାନା ନିକଟରେ ଚା ଦୋକାନୀ ସିପୁ ବେହେରାକୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଘଟଣାରେ ୬ ଜଣକୁ ଗିରଫ କରାଯାଇଛି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଜୁଲାଇ ୪ରୁ OJEE ପରୀକ୍ଷା, ୨୭ରୁ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ଵର ୦୧।୦୬ : ପ୍ରକାଶ ପାଇଲା OJEE- ୨୦୨୨ ପାଇଁ ପରୀକ୍ଷା ସୂଚୀ। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ। ଜୁନ୍ ୨୭ ତାରିଖରୁ OJEE ୱେବସାଇଟ୍‌ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ। ତେବେ ସକାଳ ୯ଟାରୁ ପ୍ରତିଦିନ ୩ଟି ସିପ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିପ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ। ୫ ତାରିଖରେ ୧ମ ଓ ୨ୟ ସିପ୍ଟରେ ଏମସିଏ/ଏମଏସସି ପରୀକ୍ଷା ହେବ। ସେହିପରି […]

ଦେଶ ବିଦେଶ ମନୋରଞ୍ଜନ

ରଣବୀରଙ୍କ ପରେ ଏହି ଅଭିନେତା ଆଲିଶାନ୍‌ ଅନ୍ଦାଜ୍‌ରେ କଲେ ବିବାହ, ସାମ୍ନାକୁ ଆସିଲା ଦମ୍ପତ୍ତିଙ୍କ ପ୍ରଥମ ଫଟୋ

ମୁମ୍ବାଇ ୦୧।୦୬: ବର୍ତ୍ତମାନ ବି-ଟାଉନ୍‌ରେ ବିବାହ ନାଁ ଥମିବାରେ ଧରୁନି । ଜଣକ ପରେ ଜଣେ ବିବାହରେ କରିବାରେ ଲାଗିଛନ୍ତି। ଗୋଟିଏ ପରେ ଗୋଟିଏ, କଳାକାର ସାତ ଫେରା ନେଉଛନ୍ତି। ନିକଟରେ ଜଣେ ଟେଲି ଷ୍ଟାର ବିବାହ କରିଛନ୍ତି। ଅଭିନେତା କରଣ ଭି ଗ୍ରୋଭର ତାଙ୍କର ଦୀର୍ଘଦିନର ଗର୍ଲଫ୍ରେଣ୍ଡର ହାତ ଧରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ନବ ବିବାହିତ ଦମ୍ପତିଙ୍କର ଫଟୋ ସାମ୍ନାକୁ ଆସିଛି। ଜଣାଶୁଣା ଟେଲି ଅଭିନେତା କରଣ ଭି ଗ୍ରୋଭର ତାଙ୍କର ଦୀର୍ଘ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଜିବ ସାହାନାଇ, ପଡିବ ହାତଗଣ୍ଠି, ହାତକୁ ଦି ହାତ ହେବେ ଭାରତୀୟ କ୍ରିକେଟର: ଦେଖନ୍ତୁ ମେହେନ୍ଦୀ ଫଟୋ

ଆଗରା ୦୧/୦୬: ଟିମ ଇଣ୍ଡିଆ CSKର ବୋଲର ଦୀପକ ଚହର ଆଜି ବିବାହ ବନ୍ଧନରେ ବାନ୍ଧିହେବେ । ନିଜର ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଜୟା ଭାରଦ୍ୱାଜଙ୍କ ସହ ବିବାକ କରିବାକୁ ଯାଉଛନ୍ତି । ଆଗରା ବାୟୁ ଆଗରାର ବାୟୁ ବିହାରରେ ରହୁଥିବା ଚହର ଫତେହବାଦ ସ୍ଥିତ ଜେପି ପ୍ୟାଲେସରେ ସାତ ଫେରା ନେବେ । ମଙ୍ଗଳବାର ଥିଲା ତାଙ୍କର ମେହେନ୍ଦୀ ଏବଂ ସଂଗୀତ ରସମ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମେହେନ୍ଦୀ […]

ଦେଶ ବିଦେଶ ମନୋରଞ୍ଜନ

ପୂର୍ବ ସ୍ବାମୀଙ୍କୁ ନେଇ ଖୁଲାସା କଲେ କନିକା କପୁର, କହିଲେ-ଆମେ ଏବେ ବି…

ମୁମ୍ବାଇ ୦୧।୦୬: ଏମିତି ଅନେକ ସମ୍ପର୍କ ଅଛି, ଯାହା ସମୟ ଅନୁସାରେ ଭାଙ୍ଗିଯାଏ। କାହିଁକି ନା ସମ୍ପର୍କରେ ତିକ୍ତତା ଓ ଘୃଣା ଏତେ ବଢିଯାଏ ଯେ ପରସ୍ପର ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଯେତେ ଚେଷ୍ଟା କଲେ ବି ସେଥିରେ ସୁଧାର ଆସେ ନାହିଁ । କିନ୍ତୁ ବଲିଉଡ୍‌ର ଗାୟିକା କନିକା କପୁର ସେମିତି ନୁହନ୍ତି। ନିକଟରେ ବେବିଡଲ୍‌ ତଥା କନିକା ଦ୍ବିତୀୟ ବିବାହ […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ପାଖେଇ ଆସୁଛି ଘୋଷଯାତ୍ରା, ଆଜି ବସୁଛି ସମନ୍ବୟ କମିଟି ବୈଠକ

ପୁରୀ ୦୧।୦୬: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ। ପୁରୀ ଟାଉନ ହଲ ଠାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଦିନ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ। ଖବର ଅନୁଯାୟୀ, ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଗତ ଦୁଇବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ […]