ଖେଳ ଦେଶ ବିଦେଶ

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ସିରାଜ, କହିଲେ ହିଟମ୍ୟାନଙ୍କ ପାଖରେ ଅଛି ଏହି ଖାସ୍ ଗୁଣ

ନୂଆଦିଲ୍ଲୀ ୦୩/୦୬: ଆଇପିଏଲ ୨୦୨୨ରେ ଖାସ୍ ପ୍ରଦର୍ଶନ କରିପାରିନଥିଲେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ । ଆରସିବି ପାଇଁ ଖେଳୁଥିବା ସିରାଜ ଓ୍ୱିକେଟ୍ ନେବାକୁ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଆଇପିଏଲ ପରେ ସେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ନଜର ଆସିବେ । ଏବେ ସେ ଫଟାଫଟ୍ ଟୁର୍ଣ୍ଣାମେଣ୍ଟ ସାରିବା ପରେ ଘରକୁ ଫେରିଛନ୍ତି । ଏହାସହ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି […]

ଖେଳ ଦେଶ ବିଦେଶ

ଲସିଥ ମାଲିଙ୍ଗାଙ୍କୁ ମିଳିଲା ଗୁରୁ ଦାୟିତ୍ୱ : ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ଶ୍ରୀଲଙ୍କା ବୋର୍ଡର ବଡ ରଣନୀତି

ନୂଆଦିଲ୍ଲୀ ୦୩/୦୬: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି । ଏଠାରେ ଉଭୟ ଟିମ୍ ମଧ୍ୟରେ ତିନୋଟି ଟି୨୦ ଓ ୫ଟି ଦିନିକିଆ ଖେଳିବେ । ଏହାପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏକ ରଣନୀତି ପ୍ରସ୍ତୁତ କରିଛି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ପୂର୍ବତନ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କୁ ବଡ ଦାୟିତ୍ୱ ପ୍ରଦାନ କରିଛି । ମାଲିଙ୍ଗାଙ୍କୁ ବୋର୍ଡ ବୋଲିଂ ଷ୍ଟ୍ରାଟେଜି କୋଚ୍ ନିଯୁକ୍ତ କରାଯାଇଛି । […]

ଅପରାଧ ଦେଶ ବିଦେଶ ରାଜନୀତି

ନେତାଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି; ହଠାତ ଘରେ ପଶି ମହିଳାଙ୍କୁ ପିଟିଲେ ପତ୍ନୀ

ଗାନ୍ଧୀନଗର: ଅନ୍ୟ ମହିଳାଙ୍କ ସହ ସମୟ ବିତାଇ ହଟହଟା ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗୁଜରାଟର ଦୁଇଥର କଂଗ୍ରେସ ସଭାପତି ବିକ୍ରମ ସୁଲଙ୍କୀ। ବିକ୍ରମ ନିଜ ବଙ୍ଗଳା ଆନନ୍ଦରେ ଅନ୍ୟ ଜଣେ ମହିଳାଙ୍କ ସହ ସମୟ ବିତାଉଥିବା ସିସିଟିଭିରେ ଧରାପଡ଼ିବା ପରେ ପତ୍ନୀଙ୍କ କ୍ରୋଧର ଶିକାର ହୋଇଛନ୍ତି। କଂଗ୍ରେସ ନେତାଙ୍କୁ ରେଡ୍‌-ହ୍ୟାଣ୍ଡେଡ୍ ଧରିଛନ୍ତି ତାଙ୍କ ପତ୍ନୀ ରେଶ୍ମା ପଟେଲ। ଏହାପରେ ସିଧା ବଙ୍ଗଳା ଭିତରେ ପଶି ଭରତଙ୍କ ସମେତ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିରେ ରେଶ୍ମା। ଏହି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଖାଦ୍ୟ ଓ ପୋଷାକ ବଣ୍ଟନ ତାଲିମ ଶିବିର

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସଭାଗୃହ ଠାରେ ଅନୂସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ବିଦ୍ୟାଳୟ ଓ ଆଶ୍ରମ ମାନଙ୍କରେ ରହି ପାଠ ପଢୁଥିବା ଛାତ୍ର ଛାତ୍ରୀ କିଭଳି ଖାଦ୍ୟ ଓ ପୋଷାକ ଯୋଗାଇ ଦିଆଯିବ ଏନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ ଏହି ତାଲିମ୍ ଶିବିର କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଣବ ପ୍ରକାଶ ପରିଡା […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଶାନ୍ତ ଆମେରିକା : ଅନ୍ତିମ ସତ୍କାର ବେଳେ ଗୁଳିକାଣ୍ଡ, ଏକାଧିକ ଆହତ

ନ୍ୟୁୟର୍କ, ୦୩|୦୬: ଆମେରିକାରେ ପୁଣି ଗୁଳିକାଣ୍ଡ । ଗୁରୁବାର ଓ୍ୱିସ୍କୋନସିନରେ ଜଣେ ଆତତାୟୀ ଖୁଲମ ଖୁଲା ଗୁଳିମାଡ କରିଛି । ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଗୁଳିମାଡ ହୋଇଥିଲା । ଯେଉଁଥିରେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଗୁରୁବାର ଦ୍ୱିପ୍ରହରରେ ଗ୍ରାଲଲାଣ୍ଡରେ ଥିବା ଏକ ମଶାଣିରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ କ୍ରିୟା ହେଉଥିଲା । ଏହି ସମୟରେ ଜଣେ ଆତତାୟୀ ମନଇଚ୍ଛା ଗୁଳି ମାଡ କରିଥିଲା । ଯେଉଁଥିରେ ଏକାଧିକ ଆହତ ହୋଇଛନ୍ତି […]

ଖେଳ ଦେଶ ବିଦେଶ

୨୦୨୩ରେ ମହିଳା ଆଇପିଏଲ : ୬ଟି ଟିମ୍‌କୁ ନେଇ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ ୦୨/୦୬: ଆଇପିଏଲର ୧୫ଟି ସଂସ୍କରଣ ଲୋକପ୍ରିୟତା ଶିଖର ଛୁଇଁବା ପରେ ବିସିସିଆଇ ମହିଳା ଆଇପିଏଲ୍‌ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଛି । ଆସନ୍ତା ସିଜନରୁ ମହିଳା ଆଇପିଏଲ୍‌ ଆୟୋଜନ କରାଯିବ ବୋଲି ବିସିସିଆଇ ଘୋଷଣା କରିସାରିଛି । ବର୍ତ୍ତମାନ ଉପଯୁକ୍ତ ସମୟ ଖୋଜା ଆରମ୍ଭ ହୋଇଛି । ଗତ କିଛି ଦିନ ହେଲା ମହିଳା ଆଇପିଏଲ୍‌ ପାଇଁ ବୈଠକ ଚାଲିଛି । ମୋଟ୍‌ ୬ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ଗତ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସୋନିଆ ଗାନ୍ଧୀ କୋଭିଡ୍ ପଜିଟିଭ୍, ଆହୁରି ଅନେକ କଂଗ୍ରେସ ନେତା ମଧ୍ୟ ସଂକ୍ରମିତ

ନୂଆଦିଲ୍ଲୀ ୦୨/୦୬: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା । କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ୱାଲା ଏନେଇ ସୂଚନା ଦେଇଛନ୍ତି । ସୋନିଆ ଗତ କିଛି ଦିନ ଧରି ଯେଉଁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିଥିଲେ, ସେମାନଙ୍କ ମଧ୍ୟରୁ କିଛିଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରଣଦୀପ କହିଛନ୍ତି । ରଣଦୀପଙ୍କ କହିବାନୁସାରେ, ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଧବାର ଭଲ ନଥିଲା । ସନ୍ଧ୍ୟାରେ ଜ୍ୱର ଆସିଥିଲା । ଏହାପରେ ସେ ତୁରନ୍ତ କୋଭିଡ୍ ଟେଷ୍ଟ୍ କରିଥିଲେ […]

ଅପରାଧ ରାଜ୍ୟ

ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

ଭୁବନେଶ୍ବର ୨।୬: ଅଶାନ୍ତ ହୋଇଉଠିଛି ରାଜଧାନୀ ସହର । ସହରରେ ଦିନକୁ ଦିନ ମୁଣ୍ଡ ଟେକୁଥିବା ନୂଆ ନୂଆ ଦାଦା ଗ୍ରୁପ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଳ୍ପ ବୟଷର ଯୁବପୀଢି ଏହି ଗ୍ରୁପରେ ସାମିଲ ହୋଇ ନିଜର ପତିଆରା ଜାହିର କରିବାକୁ ପଛାଉ ନାହାନ୍ତି । କମିସନରେଟ୍ ପୋଲିସ କବଜାରେ ଏଭଳି ଏକ ଗ୍ୟାଙ୍ଗ୍ ‘ଭାଇ ଗ୍ୟାଙ୍ଗ’ । ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ । […]

ଅପରାଧ ରାଜ୍ୟ

ପତ୍ନୀ ଓ‌ ପୁଅ ଅପହରଣ ପୁଲିସ ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା ପାଖରେ ରହି ପରୀକ୍ଷା ଦେବାକୁ ସୁବିଧା ହେବ ବୋଲି ବ୍ୟବସ୍ଥା କରାଇଲେ । ୨ ଦିନ କାଳ ନିଜ ଗାଡ଼ିରେ ନେବା ଆଣିବା ମଧ୍ୟ କଲେ । ପରେ ବସ୍‌ରେ‌ ପତ୍ନୀ ଓ‌ ପୁଅକୁ ସାଙ୍ଗରେ ନେଇ ପରୀକ୍ଷା ଦେବାକୁ ଯାଇଥିଲେ ଯେ ଆଉ ଘରକୁ ଫେରି ନଥିଲେ ଶେଷରେ ଖୋଜାଖୋଜି କରିବାରୁ ଜଣାପଡ଼ିଥିଲା ଯେ କୌଣସି ବ୍ୟକ୍ତି ତାଙ୍କ ପତ୍ନୀ ଓ ପୁଅକୁ ଅପହରଣ କରିନେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଡେରାବିଶ […]

ଦେଶ ବିଦେଶ ମନୋରଞ୍ଜନ

‘ବଡେ ଅଛେ ଲଗତେ ହେଁ’ ଫେମ୍‌ ନକୁଲ୍‌ଙ୍କର ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ ୦୨।୦୬ : ଟିଭି ସିରିଏଲ୍ ‘ବଡେ ଅଛେ ଲାଗତେ ହେଁ- ୨’ ପୁଣି ଥରେ ଆରମ୍ଭ ହେବା ଦିନ ଠାରୁ ଲୋକଙ୍କ ଦୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ଶୋ’ର କଳାକାରମାନଙ୍କ ଉପରେ ପ୍ରଶଂସକମାନେ ପ୍ରେମର ବର୍ଷା କରୁଛନ୍ତି। ଲଗାତାର ଭାବରେ ଟିଆରପି ଲିଷ୍ଟରେ ନିଜର ସ୍ଥାନ ଅଧିକାର କରି ଚାଲିଛି । ହେଲେ ବର୍ତ୍ତମାନ ସିରିଏଲ୍‌କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ।ଏହି […]