ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସୋସିଆଲ୍‌ ମିଡିଆରେ ଇମୋସନାଲ୍‌ ପୋଷ୍ଟ ସେୟାର କଲେ KKଙ୍କ ଝିଅ, ଲେଖିଲେ-ପାପା ତୁମେ ବହୁତ ମନେ ପଡିବ

ମୁମ୍ବାଇ ୦୩।୦୬: ବଲିଉଡର ପପୁଲାର କଣ୍ଠଶିଳ୍ପୀ କେ.କେଙ୍କ ପରଲୋକ ହୋଇଛି। ୩୧ ମେ’ କୋଲକାତାରେ ଇଭେଣ୍ଟ ସାରିବା ପରେ ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କ ମୃତଦେହ ବୁଧବାର ଦିନ କୋଲକତାରୁ ମୁମ୍ବାଇକୁ ଅଣାଯାଇଥିଲା। ଗୁରୁବାର ଦିନ କେ.କେ.ଙ୍କର ଶେଷ ରୀତିନୀତି କରାଯାଇଛି। କେ.କେଙ୍କ ମୃତ୍ୟୁ ପରେ ବିଟାଉନ୍‌ ସହ ସଂଗୀତ ଜଗତ ଦୁଃଖରେ ଭାଙ୍ଗିପଡିଛି । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ଝିଅ ଗାୟକ ତଥା ତାଙ୍କ ବାପାଙ୍କ ବିଷୟରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୪୦୪୧ କରୋନା ପଜିଟିଭ୍

ନୂଆଦିଲ୍ଲୀ ୦୩/୦୬: ଉପର ତଳ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୪ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ

ଘରୁ ସାଙ୍ଗଙ୍କ ସହ ଯାଇଥିଲେ, ପାଞ୍ଚ ଦିନ ପରେ ବସ୍ତା ଭିତରୁ ମିଳିଲା ମୃତଦେହ

ଭଦ୍ରକ ୦୩/୦୬: କାମ ଥିବା କହି ସାଙ୍ଗ ଆସି ଘରୁ ଡାକିନେଲେ । କିନ୍ତୁ ୫ ଦିନ ପରେ ନଈ କୁଳରୁ ବସ୍ତା ଭିତରୁ ମିଳିଲା ମୃତଦେହ । ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧୁସିରି ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ପିରାହାଟ ଥାନା ଉପରଦୁମୁକା ଗାଁର ଧରଣୀଧର କୁଅଁରଙ୍କ କୋଲକାତାରେ ଦୋକାନ ରହିଛି । ଦୋକାନ ବିକ୍ରିକୁ ନେଇ କେତେକ ଲୋକଙ୍କ ସହ ବିବାଦ ଥିବା କହିଛନ୍ତି ତାଙ୍କ ପୁଅ । ତେବେ ଗତ […]

ଖେଳ ଦେଶ ବିଦେଶ

KKRର କ୍ୟାପଟେନ ଶ୍ରେୟସ୍‌ ଆୟର କିଣିଲେ ମର୍ସିଡିଜ୍‌ SUV, ଏତିକି କୋଟି ଟଙ୍କା ରହିଛି ଦାମ୍‌

ମୁମ୍ବାଇ ୦୩।୦୬: ଶ୍ରେୟସ୍ ଆୟର ଆଇପିଏଲ୍ ୨୦୨୨ରେ ଭଲ ପ୍ରଦର୍ଶନ କରି ପାରିନାହନ୍ତି । ଆୟରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଦଳ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚି ପାରିଲା ନାହିଁ । ଦଳ ୧୪ଟି ମଧ୍ୟରୁ ମାତ୍ର ୬ଟି ମ୍ୟାଚ୍ ଜିତିଛି । ତଥାପି ଶ୍ରେୟସ୍‌ ଟିମ୍ ଇଣ୍ଡିଆରେ ସ୍ଥାନ ଅଧିକାର କରିଛନ୍ତି । ଆୟର୍ ତାଙ୍କର ଧୁଆଁଧାର ବ୍ୟାଟିଂ ଖୁବ୍‌ ପପୁଲାର। ନିକଟରେ ଶ୍ରେୟସ୍ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ଯାହାର […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ଉପନିର୍ବାଚନରେ ଜିତିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ : ୫୪ ହଜାରରୁ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଦେଲେ ମାତ୍

ନୂଆଦିଲ୍ଲୀ ୦୩/୦୬: ଚମ୍ପାବତ ଉପ ନିର୍ବାଚନରେ ଜିତିଲା ବିଜେପି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ। କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡ଼ଙ୍କୁ ୫୪ ହଜାରରୁ ଉର୍ଦ୍ଧ୍ଵ ଭୋଟ୍‌ରେ ମାତ୍ ଦେଇ ଚମ୍ପାବତ୍ ଉପନିର୍ବାଚନରେ ଧାମୀ ବିଜୟ ଲାଭ କରିଛନ୍ତି । ବିପୁଳ ବିଜୟ ସହ ବହୁମତ ହାସଲ କରି ମୁଖ୍ୟମନ୍ତ୍ରୀ ଧାମୀ ଉପନିର୍ବାଚନ ଜିତିଛନ୍ତି। ଏହି ଖୁସିରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଲେଣି। ତେବେ ଖଟିମାରୁ ନିର୍ବାଚନ ହାରିବା […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮ ଜଣ କୋଭିଡ ପଜିଟିଭ୍

ଭୁବନେଶ୍ଵର ୦୩।୦୬ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୭୩ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି […]

ଦେଶ ବିଦେଶ ମନୋରଞ୍ଜନ

ୟୁପି ପରେ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା, ଫିଲ୍ମ ‘ସମ୍ରାଟ୍‌ ପୃଥ୍ବୀରାଜ୍‌’କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ଶିବରାଜ ଚୌହାନ

ମୁମ୍ବାଇ ୦୩।୦୬ : ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ୍‌’ ଶୁକ୍ରବାର ଅର୍ଥାତ୍ ଆଜି ରିଲିଜ୍ ହେଉଛି। ଏହାକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ୟୁପି ପରେ ଆଜି ମଧ୍ୟପ୍ରଦେଶରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ରିଲିଜ୍ ହେବା ପୂର୍ବରୁ ଅକ୍ଷୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ସେୟାର କରିଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ମାଧ୍ୟମରେ ଆପଣ ସେହି ଲୋକମାନଙ୍କ […]

ଅପରାଧ ଦେଶ ବିଦେଶ

ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ, ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା

ନୂଆଦିଲ୍ଲୀ ୦୩/୦୬: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆସିଲା ରାୟ । ପେନାଲ୍ଟିଂ ସହ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ହୋଇଛି । ଏହି କାମ ବିପୁଳ ଜନସ୍ବାର୍ଥ ପାଇଁ କରାଯାଉଛି । ଏଭଳି ଭାବେ ପିଆଇଏଲ୍ ଫାଇଲ୍ କରିବା ଆଇନର ଦୁରୁପଯୋଗ କରୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପରିକ୍ରମା ପ୍ରକଳ୍ପକୁ ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ମାମଲା । ଗତକାଲି […]

ଦେଶ ବିଦେଶ ମନୋରଞ୍ଜନ

IIFA Awards 2022 : ଏଥର ନିଜ ଗୀତରେ ଫରଫର୍ମ କରିବେନି ସାହିଦ, ବାପି ଦାଙ୍କୁ ଦେବେ ଶ୍ରଦ୍ଧାଞ୍ଜଳୀ

ମୁମ୍ବାଇ ୦୩।୦୬: ଏଥର ସାହିଦ୍‌ IIFAରେ ଧମାଲ୍‌ କରିବେ । ପ୍ରାୟତଃ ସମସ୍ତେ ଆବୁଧାବିରେ ପହଞ୍ଚି ସାରିଛନ୍ତି । ସାହିଦ ଏହି ଇଭେଣ୍ଟରେ ସ୍ୱର୍ଗତ ଗାୟକ ବାପି ଲାହିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସାହିଦ ନିଜେ ଏନେଇ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଚଳିତ ବର୍ଷ କିଛି ସ୍ପେଶାଲ୍‌ ହେବ। କାହିଁକି ନା ସେ ତାଙ୍କ ଗୀତରେ ଡ୍ୟାନ୍ସ କରିବେ ନାହିଁ। କାହିଁକି ନା ସେ ସ୍ୱର୍ଗତ ଗାୟକ ବାପି […]

କଳା ଓ ସଂସ୍କୃତି ଖେଳ ସ୍ପେଶାଲ ରିପୋର୍ଟ

ସେନ୍ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଖେଳାଳି, ୨୩ ସେକେଣ୍ଡ ପାଇଁ ଅଟକିଲା ମ୍ୟାଚ୍

ନୂଆଦିଲ୍ଲୀ ୦୩/୦୬: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲର୍ଡସ୍ ଷ୍ଟାଡିୟମରେ ଟେଷ୍ଟ୍ ସିରିଜ୍ ଖେଳାଯାଉଛି । ପ୍ରଥମ ଟେଷ୍ଟ୍ ଗୁରୁବାର ଖେଳାଯାଇଥିଲା । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପୂର୍ବତନ ମହାନ ବୋଲର ଦିବଂଗତ ସେନ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଖେଳାଳି । ନ୍ୟୁଜିଲାଣ୍ଡ ଇନିଂସ ବେଳେ ୨୩ ତମ ଓଭରରେ ୨୩ ସେକେଣ୍ଡ ପାଇଁ ମ୍ୟାଚକୁ ରୋକା ଯାଇଥିଲା ଓ ସେନ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ସେୟାର […]