‘ଆଶ୍ରମ-୩’ ଷ୍ଟ୍ରିମିଂ ହେବା ପରେ ସାମ୍ନାକୁ ଆସିଲା ସିଜିନ୍-୪ର ଟିଜର, ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ
ନୂଆଦିଲ୍ଲୀ ୦୪।୦୬: ‘ଆଶ୍ରମ’ର ସିଜନ-୩ OTT ପ୍ଲାଟଫର୍ମ ‘MX ପ୍ଲେୟାର’ରେ ସିଜିନ୍-୩ର ଷ୍ଟ୍ରିମିଂ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସିଜିନ୍-୪ର ଟିଜର ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ରିଲିଜ୍ ହୋଇଛି। ଏହି ୱେବ୍ ସିରିଜ୍ରେ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରିଥିବା ବବି ଦେଓଲ୍ ପୁଣି ଥରେ ଭଣ୍ଡ ବାବା ଭୂମିକାରେ ଦମ୍ଦାର ଅଭିନୟ କରୁଥିବାର ସାମ୍ନାକୁ ଆସିଛି। ଏହି ସିରିଜ୍ର ନାମ ଅଫିସିଆଲି ଭାବେ ‘ଏକ ବଦନାମ୍ … ଆଶ୍ରମ’ ରଖାଯାଇଛି । ଯାହାକୁ ବବି ତାଙ୍କ […]