ଦେଶ ବିଦେଶ ମନୋରଞ୍ଜନ

ଶମିତା ଶେଟ୍ଟୀ-ରାକେଶ ବାପତଙ୍କ ହେଲା ବ୍ରେକ୍‌ଅପ୍‌, ଜାଣନ୍ତୁ କାହିଁକି

ନୂଆଦିଲ୍ଳୀ ୦୯।୦୬ : ବିଗ୍‌ବସ୍‌ ଓଟିଟିର ପପୁଲାର ଯୋଡି ଶମିତା ଶେଟ୍ଟୀ -ରାକେଶ ବାପତ । ଦୁହିଁଙ୍କର ଫ୍ୟାନ୍ସ ଫଲୋର୍ସ ଖୁବ୍‌ ଅଧିକ । ଉଭୟଙ୍କ ସମ୍ପର୍କ ବିଗ୍‌ବସ୍‌ ଓଟିଟିରୁ ଆରମ୍ଭ ହୋଇଥିଲା । ଧିରେ ଧିରେ ସେମାନଙ୍କ ଫଟୋ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଲା । କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଶମିତା ଏବଂ ରାକେଶଙ୍କ […]

ମନୋରଞ୍ଜନ

KKଙ୍କୁ ମନେ ପକାଇଲେ ଗୁଲଜାର, କହିଲେ-‘ବୋଧ ହୁଏ ଅଲବିଦା କହିବାକୁ ଆସିଥିଲେ’

ମୁମ୍ବାଇ ୦୯।୦୬ : ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ କେ.କେ ଆଉ ନାହାଁନ୍ତି । ଗତ ମେ ୨୯ ତାରିଖରେ ସେ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ମୃତ୍ୟୁରେ ବଲିଉଡ୍‌ର ଅନେକ ସେଲେବ୍‌ ତଥା ଫ୍ୟାନ୍ସ ଫଲୋର୍ସଙ୍କୁ ଶକ୍ତ ଝଟକା ଲାଗିଛି । ଏହି ସମୟରେ ଗୁଲଜାର ତାଙ୍କୁ ମନେ ପକାଇଛନ୍ତି । ମୃତ୍ୟୁ ପୂର୍ବରୁ ସେ ଗୁଲଜାରଙ୍କୁ ଭେଟି ତାଙ୍କ ସହ ଶେଷ ଗୀତ ଗାଇଥିଲେ। ତାଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ଗୁଲଜାର କହିଛନ୍ତି। […]

ଅଭିଷେକଙ୍କ ସହ ଏକାଠି କାମ କରିବାକୁ ଚାହୁଁଛନ୍ତି ଐଶ୍ବର୍ଯ୍ୟା, ଫିଲ୍ମକୁ ନେଇ କହିଲେ ଏମିତି

ନୂଆଦିଲ୍ଳୀ ୦୯।୦୬ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦୀର୍ଘ ସମୟ ପରେ ଅଭିନୟ ଜଗତକୁ ଫେରୁଛନ୍ତି । ତାଙ୍କୁ ମଣିରତ୍ନାମଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ହେଲେ ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଐଶ୍ୱର୍ଯ୍ୟା ରାୟଙ୍କୁ ରଜନୀକାନ୍ତଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଥାଲାଇଭର୍ ୧୬୯ରେ ମଧ୍ୟ ଦେଖିବାକୁ ମିଳିବ । ହେଲେ ଐଶ୍ୱର୍ଯ୍ୟା ବିବାହ ପୁର୍ବରୁ ଅଭିଷେକଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ବର୍ତ୍ତମାନ ଦୁହେଁ ଦୀର୍ଘ ଦିନ ହେବ କୌଣସି ପ୍ରୋଜେକ୍ଟରେ ଏକାଠି […]

ଖେଳ ଦେଶ ବିଦେଶ

ଦିଲ୍ଲୀର ଗରମ ପାଇଁ ଅଡୁଆରେ ଦକ୍ଷିଣ ଆଫ୍ରିକା ଖେଳାଳି, ଅଧିନାୟକ ବାଭୁମା କହିଲେ

ନୂଆଦିଲ୍ଲୀ,୦୯/୦୬: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଟି୨୦ ସିରିଜ୍ ପାଇଁ ଭାରତ ଗସ୍ତରେ ଅଛି । ଟି୨୦ ସିରିଜର ପ୍ରଥମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ତେବେ ଦକ୍ଷିଣ ଆଫ୍ରିକା ଟିମକୁ ଅକଳରେ ପକାଇଛି ଭାରତର ଗୁଳୁଗୁଳି ଓ ଖରା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା । ଦିଲ୍ଲୀରେ ହେଉଥିବା ପ୍ରବଳ ଖରା ପାଇଁ ଦକ୍ଷିଣ ଆଫ୍ରିକାର ସ୍ଥିତି ଶୋଚନୀୟ ହୋଇ ପଡିଛି । […]

ଖେଳ ଦେଶ ବିଦେଶ

କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିଲେ ବାବର : ମାତ୍ର ୧୩ଟି ଇନିଂସରେ ପୂରଣ କଲେ ୧୦୦୦ ରନ୍

ନୂଆଦିଲ୍ଲୀ ୦୯/୦୬: ଭାଙ୍ଗିଲା କୋହଲିଙ୍କ ବିରାଟ ରେକର୍ଡ । ପାକିସ୍ତାନର ଷ୍ଟାର୍‌ ବ୍ୟାଟର୍‌ ବାବର ଆଜମ ଦିନିକିଆ କ୍ରିକେଟରେ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହାସହ ସେ ଭାରତୀୟ ଦଳର ଷ୍ଟାର୍ ପ୍ଲେୟାର ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଅଧିନାୟକ ଭାବେ ଦିନିକିଆରେ ଏକ ହଜାର ରନ ପୂରଣ କରିବାରେ ଦ୍ରୁତ ବ୍ୟାଟର୍‌ ହୋଇଯାଇଛନ୍ତି ବାବର୍‌ ଆଜମ । ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆର ପ୍ରଥମ ମ୍ୟାଚରେ […]

ଖେଳ ରାଜ୍ୟ

ବାରବାଟୀ ଟି-୨୦ ମ୍ୟାଚ୍‌ : ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ, ରାତିରୁ ଭିଡ ଜମାଇଛନ୍ତି କ୍ରିକେଟପ୍ରେମୀ

କଟକ ୦୯।୦୬: ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲଟେଜ ମ୍ୟାଚ ପାଇଁ ପ୍ରସ୍ତୁତ ବାରବାଟୀ । ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ୍ । ସ୍ଥାୟୀ ନିର୍ମିତ କାଉଣ୍ଟର ସହ ଚଳିତ ଥର ଅଫଲାଇନ ଟିକେଟ ବିକ୍ରି ପାଇଁ ୩ଟି ନୂଆ କାଉଣ୍ଟରରେ ମଧ୍ୟ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ଜଣେ ବ୍ୟକ୍ତି ଦୁଇଟି ଲେଖାଏଁ ଟିକେଟ କିଣି ପାରିବେ। ତେବେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଦୁଇଟି କାଉଣ୍ଟର କରାଯାଇଛି । ସକାଳ ୯ଟାରୁ ଟିକେଟ ଶେଷ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହଜିଗଲା ମାନବିକତା: ୫୦ ହଜାର ଟଙ୍କା ପାଇଁ ବନ୍ଧା ପଡିଛି ଗେହ୍ଲା ପୁଅର ମରଶରୀର, କାନି ପତାଇ ଭିକ ମାଗିଲେ ଦମ୍ପତ୍ତି

ସମସ୍ତିପୁର ୦୯/୦୬: ହଜିଯାଇଛି ମାନବିକତା, ମରିଗଲାଣି ମଣିଷପଣିଆ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଭିକ ମାଗୁଥିବାର ଦେଖିବାକୁ ମିଳିଛି । ନିଜ ପୁଅର ଶବକୁ ମେଡିକାଲରୁ ଆଣିବା ପାଇଁ ସେ ଭିକ ମାଗୁଥିବା ଜଣାପଡିଛି । ବିହାର ସମସ୍ତିପୁରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ପୁଅର ଶବ ପାଇଁ ମେଡିକାଲ କର୍ମଚାରୀ ୫୦ ହଜାର ଟଙ୍କା ଦାବି କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ […]

ଅପରାଧ ଦେଶ ବିଦେଶ

ବିରଳ ଘଟଣା: ଟ୍ରେନ ଇଞ୍ଜିନ ତଳେ ବସି ୧୯୧ କିଲୋମିଟର ଯାତ୍ରା କଲେ ବ୍ୟକ୍ତି

ବାରାଣସୀ ୦୯/୦୬: ଏଠାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ରାଜଗିର-ବାରାଣସୀ ବୁଧପୂର୍ଣ୍ଣିମା ସାରନାଥ ଏକ୍ସପ୍ରେସ୍‌ ଟ୍ରେନ୍‌ର ଇଞ୍ଜିନ୍‌ ତଳେ ବସି ରାଜଗିରରୁ ଗୟା ୧୯୧ କିମି ଯାତ୍ରା କରିଛନ୍ତି । ପାଟନା ଦେଇ ଟ୍ରେନ୍‌ଟି ଯାତ୍ରା କରିଥିଲା । ସକାଳ ୪.୧୦ରେ ଟ୍ରେନ୍‌ ଗୟାରେ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଲା । ପୂର୍ବ କେନ୍ଦ୍ରୀୟ ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ବିରେନ୍ଦ୍ର କୁମାର କହିଛନ୍ତି, ଲୋକୋ ପାଇଲଟ୍‌ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବ୍ରିଟେନ କମ୍ପାନୀଗୁଡିକରେ ସପ୍ତାହରେ ଚାରି ଦିନ କାମ, ପରୀକ୍ଷା ମୂଳକ ଭାବେ ୭୦ ସଂସ୍ଥାରେ କାର୍ଯ୍ୟକାରୀ

ଲଣ୍ଡନ ୦୯/୦୬: ବ୍ରିଟେନ୍ ରେ ସାପ୍ତାହକ କାର୍ଯ୍ୟ ଦିବସ ହେବ ୪ ଦିନ । ରାଣୀ ଏଲିଜାବେଥ୍ ଙ୍କ ଶାସନର ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାରେ ଏହା କାର୍ଯ୍ୟକାରୀ ହୋଇଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ । କର୍ମଚାରୀଙ୍କର ଦରମା କଟାଯିବ ନାହିଁ। ପୂର୍ବରୁ ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ, ଆମେରିକା ଓ କାନାଡ଼ାରେ ଏହା ଆରମ୍ଭ ହୋଇଛି । ୧୯୫୬ରେ ଆମେରିକା ଉପରାଷ୍ଟ୍ରପତି ରିଚାର୍ଡ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୭୨୪୦ କରୋନା ପଜିଟିଭ୍

ନୂଆଦିଲ୍ଲୀ ୦୯/୦୬: ବଢୁଛି କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। କିଛିଦିନର ବ୍ରେକ୍ ପରେ ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୭ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ […]