ଖେଳ ଦେଶ ବିଦେଶ

ICC ଦିନିକିଆ ରାଙ୍କିଂରେ ପୁଣି ଟପ୍‌ରେ ବିରାଟ ; ଦ୍ୱିତୀୟରେ ରୋହିତ, ତୃତୀୟରେ ପାକିସ୍ତାନର ବାବର୍ ଆଜମ

ନୂଆଦିଲ୍ଲୀ ୦୪/୧୧: ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ (ଆଇ.ସି.ସି.)ର ସଦ୍ୟ ପ୍ରକାଶିତ ଦିନିକିଆ ମାନ୍ୟତାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ପାକିସ୍ତାନର ନିର୍ଭରଯୋଗ୍ୟ. ବ୍ୟାଟସମ୍ୟାନ ବାବର ଆଜାମ । ସେହିପରି ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଏହି ମାନ୍ୟତାର ଶୀର୍ଷରେ ଥିବାବେଳେ ଅନ୍ୟତମ ତାରକା ବ୍ୟାଟ୍ସମ୍ୟାନ୍ ତଥା ଓପନର ରୋହିତ ଶର୍ମା ୨ୟ ସ୍ଥାନରେ ଅଛନ୍ତି । ତେବେ ଜିମ୍ବାଓ୍ବେ ଗସ୍ତରେ ଚମତ୍କାର ଫର୍ମରେ ଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ ଏହି କ୍ରମରେ ୩ୟ ସ୍ଥାନକୁ […]