ଧର୍ମ

ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ହୋଲି, ଜାଣନ୍ତୁ ଦେଶରେ ଆରମ୍ଭ ହେଲା କେବେ?

ରଙ୍ଗର ଉତ୍ସବ ହୋଲି ଫଗୁଣମାସ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୁଏ। ଉଚ୍ଚାଙ୍ଗ ସଙ୍ଗୀତ ସାଙ୍ଗକୁ ଢୋଲ, ମାର୍ଦ୍ଦଳର ତାଳେ ତାଳେ ପରସ୍ପରକୁ ରଙ୍ଗ ଲଗେଇ ଅଭିନନ୍ଦନ ଜଣାଇବାର ଏହି ପର୍ବ ସାରା ଦେଶରେ ପାଳିତ ହୁଏ। ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଭାବେ ପାଳିତ ହେଉଥିବା ଏହି ପର୍ବ ପୌରାଣିକ କଥା ହିରଣ୍ୟକଶ୍ୟପ ସହିତ ଜଡିତ। ଏଥିଲାଗି ହୁଏ ହୋଲିକା ଦହନ ପୌରାଣିକ କାଳରେ ହିରଣ୍ୟକଶ୍ୟପ ନାମରେ ଜଣେ ରାଜା ଥିଲେ। ତେବେ ତାଙ୍କ ଆଚରଣ […]