ଓଡ଼ିଶାର ସବୁଠୁ ସଫଳ ଆଲବମ ଅଭିନେତ୍ରୀ Lipi ଙ୍କୁ କିଏ ଧୋକା ଦେଲା,ରାତିରେ ନିଜେ ଭିଡ଼ିଓ ସେୟାର କରି କହିଲେ ନିଜର ଦୁଃଖ ବିଷୟରେ
ଓଡ଼ିଆ ଅଭିନୟ ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଲିପି ମହାପାତ୍ରଙ୍କୁ ଆମେ ସମସ୍ତେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଏପରି ଅଭିନେତ୍ରୀ ଅଟନ୍ତି ଯିଏକି ଖୁବ ଅଳ୍ପ ସମୟ ମଧ୍ୟରେ ନିଜର ଅନେକ ବଡ଼ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ […]