ପୁଅ ସହ ଭିଡିଓ କଲ୍ରେ କଥା ହେଲେ ଶାହାରୁଖ ଓ ଗୌରୀ
ନୂଆଦିଲ୍ଲୀ ୧୫।୧୦ : କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଆର୍ଯ୍ୟନଙ୍କର ଅସୁବିଧା ଥମିବାର ନାଁ ଧରୁ ନାହିଁ। ଗତ କାଲି ଜାମିନ୍ ଶୁଣାଣି ତାଙ୍କର ସ୍ଥଗିତ ରଖା ଯାଇଛି । ଯାହା ଅକ୍ଟୋବର ୨୦କୁ ଘୁଞ୍ଚି ଯାଇଛି । ଏଥି ସହ ବର୍ତ୍ତମାନ ତାଙ୍କୁ ଆର୍ଥର ଜେଲର ସାଧାରଣ ସେଲକୁ ନିଆଯାଇଛି । ଏହାରି ମଧ୍ୟରେ କୁହା ଯାଇଛି କି ଆର୍ଯ୍ୟନ୍ ଜେଲ୍ରେ ତାଙ୍କ ବାପା –ମାଆଙ୍କ ସହ […]