ଧର୍ମ

ଗାୟତ୍ରୀ ମହାମନ୍ତ୍ର ଜପରୁ ମିଳିଥାଏ ଅନେକ ଲାଭ: ଜାଣନ୍ତୁ ମନ୍ତ୍ରର ଅର୍ଥ ଓ ଜପ ବିଧି

ଭୁବନେଶ୍ୱର : ଶାସ୍ତ୍ର ଅନୁସାରେ ଗାୟତ୍ରୀ ମନ୍ତ୍ରକୁ ବେଦରେ ସର୍ବଶ୍ରେଷ୍ଠ ମନ୍ତ୍ର କୁହାଯାଇଛି । ଗାୟତ୍ରୀ ମନ୍ତ୍ରକୁ ମହାମନ୍ତ୍ର ମଧ୍ୟ କୁହାଯାଏ । ମୁନି ଋଷି ମୁକ୍ତ କଣ୍ଠରେ ଗାୟତ୍ରୀ ମନ୍ତ୍ର ଗୁଣଗାନ କରନ୍ତି । ଭଗବାନ ଶ୍ରୀକୃଷ୍ଣ ଗୀତାରେ ସ୍ୱୟଂ କହିଛନ୍ତି ଯେ ‘ଗାୟତ୍ରୀ ଛନ୍ଦସାମହମ’ ଅର୍ଥାତ ମୁଁ ସ୍ୱୟଂ ଗାୟତ୍ରୀ ମନ୍ତ୍ରରେ ଅଛି । ” ଓଁ ଭୂର୍ଭୁଵଃ ସ୍ଵ ତାତ୍ସବିତୁରବରେନ୍ୟଂ ଭର୍ଗୋ ଦେଵସ୍ୟ ଧୀମହୀ ଧିୟୋ ୟୋ ନଃ ପ୍ରଚୋଦୟାତ୍ “ ଅର୍ଥାତ, […]