ଗର୍ଭବତୀ ମହିଳା ପ୍ରତିଦିନ ଭଗବାନ ଗଣେଶଙ୍କ ଏହି ମନ୍ତ୍ର କରନ୍ତୁ ଜପ : ଶିଶୁ ଉପରେ ପଡ଼ିବ ସକରାତ୍ମକ ପ୍ରଭାବ
ଗର୍ଭବତୀ ମହିଳା ଯଦି ପ୍ରତିଦିନ ଗୋଟିଏ ଖାସ୍ ମନ୍ତ୍ର ଜପ କରିବେ ତେବେ ହେବାକୁ ଯାଉଥିବା ସନ୍ତାନ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ। ଏହି ମନ୍ତ୍ର ଜପ କରିବା ଦ୍ବାରା ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଗର୍ଭଧାରଣ ସମୟରେ ମହିଳା ଯେତେବେଳେ ବି ଏହି ମନ୍ତ୍ର ଜପ କଲେ ଶୁଭ ହୋଇଥାଏ। ଏହି ମନ୍ତ୍ରଗୁଡ଼ିକ ହେଲା : ‘‘ରକ୍ଷ ରକ୍ଷ ଗଣାଧ୍ୟକ୍ଷଃ ରକ୍ଷ ତ୍ରୈଲୋକ୍ୟ ନାୟକଃ। ଭକ୍ତ ନାଭୟଂ କର୍ତ୍ତା ତ୍ରାତାଭବ ଭବାର୍ଣ୍ଣବାତ୍।। […]