ଘରର ବାସ୍ତୁ ଦୋଷ ଦୂର କରିବାକୁ ନିୟମିତ ଘରେ ଛିଞ୍ଚନ୍ତୁ ଗଙ୍ଗାଜଳ
ଭୁବନେଶ୍ୱର ୦୬/୦୮ : ଶ୍ରାବଣ ମାସରେ ଘରର ବାସ୍ତୁ ଦୋଷ ଦୂର କରିବାକୁ ଶିବ ପୂଜା ସହିତ କିଛି ପ୍ରତିକାର ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। ଶ୍ରାବଣ ମାସରେ ଯେତେବେଳେ ସବୁ ଦିଗରେ ଭୋଲେନାଥଙ୍କ ମହିମା ସେତେବେଳେ ତାଙ୍କ କୃପାରୁ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ଦୂର କରାଯାଇପାରିବ। ଏଥିପାଇଁ ଯଦି ଆପଣ ସୋମବାର ଶିବ ପୂଜାରେ ଗଙ୍ଗା ଜଳ ସହିତ ଶିବଲିଙ୍ଗକୁ ଅଭିଷେକ କରନ୍ତି, ତେବେ ଖୁବ ଶୀଘ୍ର ଭୋଲେନାଥ ପ୍ରସନ୍ନ ହେବେ। ଏହା ଦ୍ୱାରା […]