ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କ ମିଳିଲା ପତ୍ତା । ଭାରତୀୟ ସେନା ସହ ଯୋଗାଯୋଗ କଲା ଚୀନ୍ ପିପୁଲ୍ସ ଲିବରେସନ ଆର୍ମି
ଅରୁଣାଚଳ ପ୍ରଦେଶରୁ ଅପହୃତ ଯୁବକଙ୍କୁ ଫେରାଇବା ନେଇ ସୂଚନା ଦେଇଛି ଚୀନ । ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ସହ ଯୋଗାଯୋଗ କରିଛି ଚୀନର ପିପୁଲ୍ସ ଲିବରେସନ୍ ଆର୍ମି । ନିଖୋଜ ୧୭ ବର୍ଷୀୟ ଯୁବକଙ୍କ ପତ୍ତା ମିଳିଥିବା ସୂଚନା ଦେଇଛି ପିଏଲଏ । ଏପରିକି ଖୁବଶୀଘ୍ର ଆବଶ୍ୟକ ପ୍ରକ୍ରିୟା ଶେଷ କରି ଯୁବକଙ୍କୁ ଫେରାଇ ଦିଆଯିବ ବୋଲି ଚୀନ କହିଛି । ଗତ ୨୦ ତାରିଖରେ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ନିଖୋଜ […]