ଘନ କୁହୁଡ଼ି ପାଇଁ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ି ପାରିଲାନି ୪୦ଟି ବିମାନ, ଘୁଞ୍ଚିଲା ଉଡ଼ାଣ ସମୟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ଲଗାତାର ୫ ଦିନ ଧରି ଦିଲ୍ଲୀରେ ପ୍ରବଳ ଶୀତ ଲହରି ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅଧିକାଂଶ ସ୍ଥାନର ତାପମାତ୍ରାଠାରୁ ମଧ୍ୟ କମ୍ ରହୁଛି। ବିଭିନ୍ନ ସ୍ଥାନରେ କେବଳ ୨୫ମିଟର ଦୂର ପର୍ଯ୍ୟନ୍ତ […]









