ଗ୍ରାମୀଣ ଚୀନ୍ରେ ସାଂଘାତିକ ସଂକ୍ରମଣ: ଚିକିତ୍ସା ନପାଇ ଆତ୍ମହତ୍ୟା କରିଦେଉଛନ୍ତି ବୟସ୍କ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବେଜିଂ : ଚୀନ୍ରେ କରୋନା ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି। ସହରାଞ୍ଚଳରେ ସଂକ୍ରମଣ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବା ପରେ ଏବେ ଗ୍ରାମୀଣ ଚୀନ୍ରେ ସଂକ୍ରମଣ ଅଣାୟତ୍ତ ହୋଇଛି। ଗ୍ରାମୀଣ ଚୀନ୍ରେ ଅନେକ ଡାକ୍ତର କହିଛନ୍ତି, ସେମାନେ ଜୀବନକାଳ […]









