ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିରୂପ କଲେ ଖଲିସ୍ତାନୀ ସମର୍ଥକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ମେଲ୍ବୋର୍ଣ୍ଣରେ ଥିବା ଏକ ହିନ୍ଦୁ ମନ୍ଦିର – ବିଏପିଏସ୍ ସ୍ବାମୀନାରାୟଣ ମନ୍ଦିର ଉପରେ ଆକ୍ରମଣ କରି ଖଲିସ୍ତାନ ସମର୍ଥକମାନେ ତା’ ଉପରେ ହିନ୍ଦୁ ଓ ଭାରତ-ବିରୋଧୀ ସ୍ଲୋଗାନମାନ ଲେଖିଛନ୍ତି। କଳାରଙ୍ଗ ଅକ୍ଷରବିଶିଷ୍ଟ କୁରୁଚିପୂର୍ଣ୍ଣ ଲେଖାରେ ସେମାନେ ମନ୍ଦିରଟିକୁ […]









