ବାଇକ୍ ଦୁର୍ଘଟଣା, ବାଳକ ମୃତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ପଏଁର ରାସ୍ତାରେ ବାଇକ୍ରୁ ପଡ଼ି ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ କୋମନା ଥାନା ପଏଁର ଗ୍ରାମର ତାମେଶ୍ବର ସୁନାନୀଙ୍କ ପୁଅ ବିଦ୍ୟାଧର ସୁନାନୀ(୧୭) କୋମନାକୁ ଜଣେ ସଂପର୍କୀୟଙ୍କୁ ବାଇକ୍ (ଓଡି୨୬ଇ-୨୪୧୩)ରେ ଛାଡ଼ିବାକୁ ଆସି […]









