ବିଏସକେଓ୍ୱାଇ କେଳେଙ୍କାରୀର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେଵାଇ)ରେ ଚାଲିଥିବା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। କଟକ ବାଦାମବାଡ଼ି ସାଉଥ୍ ପଏଣ୍ଟ୍ ହସ୍ପିଟାଲ୍ରୁ ବୟାଳିଶମୌଜା ଥାନା ପୁଲିସ ଜବତ କରିଥିବା ୧୪ଟି ବିଏସ୍କେଵାଇ କାର୍ଡ କ୍ରାଇମବ୍ରାଞ୍ଚ ନିଜ ହେପାଜତକୁ ନେଇଛି। […]









