ପୁରୀରେ ଅସହ୍ୟ ହେଲାଣି ଟ୍ରାଫିକ୍ ଯନ୍ତ୍ରଣା: ବିନା ସେଡ୍ରେ ଲମ୍ବାଧାଡ଼ି, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁଣି ଲମ୍ବା ଧାଡ଼ିରେ ଭକ୍ତଙ୍କୁ ଧୈର୍ଯ୍ୟର ପରୀକ୍ଷା ଦେବାକୁ ପଡ଼ିଛି। ଆଜି ଭକ୍ତମାନେ ଶନିମନ୍ଦିର ଛକ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହୋଇ ଦର୍ଶନ ପାଇଁ ଯାଇଛନ୍ତି। ଏଣେ ଭକ୍ତଙ୍କ ଦର୍ଶନ ପାଇଁ ଲମ୍ବା […]









