ପ୍ରଶାସନ ଛତ୍ରଛାୟାରେ ମାଳ ମାଳ ପୋଡ଼ା ଇଟାଭାଟି!
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଚିକିଟି : ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ଙ୍କ କଡ଼ା ନିର୍ଦ୍ଦେଶନାମା ସତ୍ତ୍ବେ ଗଞ୍ଜାମ ଜିଲ୍ଲାର ଚିକିଟି ତହସିଲ ଓ ନୂଆପଡ଼ା ଆରଆଇ ସର୍କଲ୍ ଅଧୀନ ବିଭିନ୍ନ ଗ୍ରାମରେ ମାଳମାଳ ବେଆଇନ ପୋଡ଼ା ଇଟାଭାଟି ଚାଲିଛି। ତହସିଲ ପ୍ରଶାସନର ଜାଣତରେ ହିଁ ନୂଆପଡ଼ା, ଚାନ୍ଦପୁର, […]









