ପ୍ରି-ମାଟ୍ରିକ୍ ବକେୟା ୩୧ଲକ୍ଷ ବୃତ୍ତି ଅନୁମୋଦିତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରାଜ୍ୟର ୩୪୬ଟି ସ୍କୁଲର ୩୧ ଲକ୍ଷ ୭୦ ହଜାର ୭୦ ଅନୁସୂଚିତ ଜାତି ବିଦ୍ୟାର୍ଥୀଙ୍କ ପାଇଁ ୨୦୨୧ ମସିହାର ପ୍ରି-ମାଟ୍ରିକ ସ୍କଲାରସିପ୍ ବାବଦରେ ୩୧ ଲକ୍ଷ ୭୦ ହଜାର ୭୦ ଟଙ୍କାର ବକେୟା ରାଶି ଅନୁମୋଦିତ ହୋଇଛି। ଅନୁସୂଚିତ […]









