ଆଜି ରେଡିଓ ଦିବସ: ଏବେ ବି ତୁଟିନି ରେଡିଓ ମୋହ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଏବେ ପାପୁଲିରେ ସାରା ଦୁନିଆର ଖବର। ମୋବାଇଲ ପରଦା ପାଲଟିଛି ସୂଚନା ଓ ମନୋରଞ୍ଜନର ମୁଖ୍ୟ ଯନ୍ତ୍ର। ଅଥଚ ମୋବାଇଲ୍, ଟ୍ୟାବ୍, କମ୍ପ୍ୟୁଟର ଓ ଟେଲିଭିଜନ ଯୁଗରେ ବି ରେଡିଓ ତିଷ୍ଠି ରହିଛି। ରେଡିଓରେ ଖବର ଓ ଗୀତ […]









