କେମିତି ଚାଲିବ ବିଶ୍ବସ୍ତରୀୟ ଏସ୍ସିବି ମେଡିକାଲ୍? ୧୩ ପ୍ରଫେସର, ୩୫ ସହଯୋଗୀ ପ୍ରଫେସର, ୪୦୦ ନର୍ସିଂ ପଦ ଖାଲି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ନାହାନ୍ତି ଆବଶ୍ୟକ ମୁତାବକ ପ୍ରଫେସର, ଆସୋସିଏଟ୍ ପ୍ରଫେସର କି ନର୍ସିଂ କର୍ମଚାରୀ। ୮ଟି ବିଭାଗ ଦୀର୍ଘ ଦେଢ ବର୍ଷ ହେଲା ପ୍ରଫେସର ଶୂନ୍ୟ ହୋଇ ରହିଛି। ଦୁଇ ତିନିଟି ବିଭାଗ ଚାଲିଛି […]









