ବଞ୍ଚିବା ଅବସ୍ଥାରେ ନିଜ ପାଇଁ ସମାଧି ଗଢ଼ି ଚର୍ଚ୍ଚାରେ ଆଦିବାସୀ ଦମ୍ପତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଗଡ଼: ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିଜେ ସମାଧି ତିଆରି କରିଛନ୍ତି ଦମ୍ପତି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ନିରାଟ ସତ ଓ ଏଥିପାଇଁ ସେମାନେ ଏବେ ଚର୍ଚ୍ଚାରେ। ଦୁହେଁ ହେଲେ, ଗଜପତି ଜିଲ୍ଲା ନୁଆଗଡ଼ ବ୍ଳକ୍ ସୌରୀ ଗ୍ରାମର ଲକ୍ଷ୍ମଣ ଭୂୟାଁ […]









