ଅନ୍ଧତ୍ୱ ଦୂରୀକରଣ ଯୋଜନାରେ ମହାଘୋଟାଲା: କୋଭିଡ୍ କାଳରେ ଶହଶହ ଅସ୍ତ୍ରୋପଚାର!
ବାଲେଶ୍ବର : କୋଭିଡ୍ କାଳ କାହା ପାଇଁ ମାଘ ମାସ ଥିଲା ତ ପୁଣି କାହା ପାଇଁ ଥିଲା ସର୍ବନାଶ। ମହାମାରୀ ସମୟରେ ଯେତେବେଳେ ସାରା ଦେଶରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ବଳବତ୍ତର ରହିଥିଲା, ଠିକ୍ ସେହି ସମୟରେ ସରକାରଙ୍କ ସହ ଅନୁବନ୍ଧିତ ଥିବା କେତୋଟି ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଟେକିଦେଲା ବାଲେଶ୍ବର ଜିଲ୍ଲା ସ୍ବାସ୍ଥ୍ୟବିଭାଗ। ସଂକ୍ରମଣକୁ ଦୃଷ୍ଟିରେ ରଖି ମହାମାରୀ ସମୟରେ କେବଳ ଜରୁରୀକାଳୀନ ରୋଗୀଙ୍କୁ ଛାଡ଼ି […]









