ଭଲ ଚଳଚ୍ଚିତ୍ର ପାଇଁ ଦର୍ଶକ ଖୋଜା ପଡ଼ନ୍ତିନି: ଦୀପନ୍ବିତ
ବାଲେଶ୍ବର: ଓଡ଼ିଆ ସିନେ ଜଗତରେ ମାଇଲ୍ଖୁଣ୍ଟ ସାଜୁଥିବା ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦମନ’ରେ ମୁଖ୍ୟ ଅଭିନେତା ବାବୁସାନଙ୍କ ସହ ଦୀପନ୍ବିତ ଦାଶମହାପାତ୍ର (୨୭) ଦମ୍ଦାର ଅଭିନୟ କରିଛନ୍ତି। ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ନିଶ୍ଚିନ୍ତପୁର ପଞ୍ଚାୟତ କୁଡ଼େଇ ଗ୍ରାମରେ ଦୀପନ୍ବିତଙ୍କ ଘର। ବାପା ଜିତେନ୍ଦ୍ରନାଥ ଦାଶମହାପାତ୍ର ଓ ମାଆ ଜ୍ୟୋତ୍ସ୍ନାରାଣୀ ଦାଶମହାପାତ୍ରଙ୍କ ପୁଅ ହେଉଛନ୍ତି ଦୀପନ୍ବିତ। ବଡ଼ଜେଜେ ବାପା ଯଦୁନାଥ ଦାଶମହାପାତ୍ର ଶିକ୍ଷାମନ୍ତ୍ରୀ ଥିଲେ। ସୋର […]









