ସୀମା ଟପିଥିଲା ବିବିସିସି ବ୍ୟାଙ୍କ ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ସୁପାରିସ୍କୁ ଚାପିଦେଲେ
ବାଲେଶ୍ବର : ବ୍ୟାପକ ଆର୍ଥିକ ଅନିୟମିତତା ଓ ବେଆଇନ୍ କାର୍ଯ୍ୟ ଅଭିଯୋଗରେ ସୁନ୍ଦରଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳନା କମିଟିକୁ ରଦ୍ଦ କରିଛନ୍ତି ରାଜ୍ୟ ସରକାର। ହେଲେ ସମାନ ଅଭିଯୋଗ ଥାଇ ମଧ୍ୟ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ବିବିସିସି)ର ମହାଦୁର୍ନୀତି ଆଜି ସରକାରୀ ଫାଇଲ ତଳେ ଚାପି ହୋଇରହିଛି। ସବୁଠୁ ବଡ଼ କଥା ହେଉଛି, ଏତେ ବଡ଼ ଦୁର୍ନୀତିରେ ଯେଉଁମାନେ ସଂଶ୍ଲିଷ୍ଟ ଥିଲେ, ସେମାନେ ଏବେ ପୁଣି ବିଭିନ୍ନ ପଦପଦବିରେ ଅବସ୍ଥାପିତ ହେବାକୁ ମସୁଧା ଚଳାଇଛନ୍ତି। ୨୦୧୬ରୁ […]









