ପୁଲିସ ପୋଷାକରେ ମାତିଲେ ଲୁଟେରା: ଫେରିଲା ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍
କଟକ : କଟକ ସହରକୁ ପୁଣି ପଶି ଆସିଛନ୍ତି ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍। ଏହାର କାର୍ପଟଦାର ଜାଭେଦ୍ ଅଲ୍ଲି ଏବ˚ ସାଦିକ୍ ଅଲ୍ଲୀ ପୁଲିସ ପୋଷାକରେ ନକଲି ପରିଚୟପତ୍ର ବ୍ୟବହାର କରି ବୟସ୍କ ଲୋକଙ୍କ ନିକଟରୁ ସୁନା ଅଳଙ୍କାର ଲୁଟିନେଉଛନ୍ତି। ବର୍ଷ ଶେଷରେ ଏହି ଗ୍ୟାଙ୍ଗ୍ ଲାଲବାଗ ଥାନା ଅଞ୍ଚଳରେ ପ୍ରଥମ ଶିକାର କରିଛି। ଉଭୟ ଜେଲ୍ରୁ ଫେରିଥିବାରୁ ସହରରେ ଆତଙ୍କ ସୃଷ୍ଟି ହୋଇଛି। ଓଡ଼ିଶାରେ ଦୀର୍ଘ ୭ ବର୍ଷ ହେବ ପୁଲିସ ଓ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଧିକାରୀ […]









