ବେଆଇନ ଚିଙ୍ଗୁଡି ଘେରି ଉପରେ ସରକାରଙ୍କ ଆଖି, ଚିଙ୍ଗୁଡି ଘେରି ଜଗିବ ଡ୍ରୋନ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର ୦୫/୧୨: ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ମାମଲା । ଡ୍ରୋନ କିଣିବା ପାଇଁ ରାଜସ୍ୱ ବିଭାଗ ସଚିବଙ୍କୁ ଲେଖାଯାଇଛି ଚିଠି । ଡ୍ରୋନ୍ ଦ୍ଵାରା ବେଆଇନ୍ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିହେବ ବୋଲି ହାଇକୋର୍ଟଙ୍କୁ […]









