ହଲିଉଡ୍ ଷ୍ଟାର କ୍ରର୍ଷ୍ଟି ଏଲେଙ୍କ ପରଲୋକ, ଦୀର୍ଘଦିନ ଧରି କ୍ୟାନସରରେ ଥିଲେ ପୀଡିତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମୁମ୍ଵାଇ ୦୬।୧୨: ହଲିଉଡ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ କ୍ରର୍ଷ୍ଟି ଏଲେଙ୍କ ଦେହାନ୍ତ। ଦୀର୍ଘଦିନ ଧରି କର୍କଟ ରୋଗ ସହିତ ସଂଘର୍ଷ କରୁଥିଲେ । ଶେଷରେ ୭୧ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ଟିଭି କମେଡି ଶୋ ‘ଚିୟର୍ସ’ […]









