ଅପରାଧ ରାଜ୍ୟ

ଗିରଫ ଅଭିଯୁକ୍ତଙ୍କ ବିସ୍ଫୋରକ ବୟାନ, ଅସଲି ଟଙ୍କା ନେଇ ନକଲି ମଦ ଦେଉଥିଲେ ହୋଟେଲ ମାଲିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭଦ୍ରକ ୦୭/୧୨: ବିପୁଳ ପରିମାଣର ନକଲି ମଦ ଜବତ ଘଟଣାରେ ନୂଆ ମୋଡ଼ । ଜଣେ ହୋଟେଲ ମାଲିକ ଟଙ୍କା ନେଇ ନକଲି ମଦ ଯୋଗାଉଥିବା କହିଲେ ଅଭିଯୁକ୍ତ ମଦ ବେପାରୀ । ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଠାରେ ଏହି ନକଲି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୃଷ୍ଟିବାଧିତ କରିଛନ୍ତି ମନରେଗା କାମ!

ବଲାଙ୍ଗୀର: ୬୦ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତି ନାଁରେ ଜବକାର୍ଡ କରି ମନରେଗା ଯୋଜନାର ଟଙ୍କା ହଡ଼ପ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ମନରେଗା ଯୋଜନାରେ ଏହିଭଳି ଏକ ଦୁର୍ନତି ସାମ୍ନାକୁ ଆସିଛି। ଏହି ଦୃଷ୍ଟିବାଧିତ ହେଉଛନ୍ତି ଚଞ୍ଚଳ ବାଗ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ପାଟଣାଗଡ଼ ବ୍ଲକ୍‌ ବାଙ୍କିବାହାଲ ଗାଁରେ। ଚଞ୍ଚଳ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ୬୦ ପ୍ରତିଶତ ଦେଖିପାରନ୍ତି ନାହିଁ। ମାତ୍ର, ମନରେଗାରେ ସେ କାମ କରିଥିବା ଉଲ୍ଲେଖ ରହିଛି। ସରକାରୀ […]

ଅପରାଧ ରାଜ୍ୟ

ସୋନ ନଦୀରେ ମାତିଛନ୍ତି ମାଫିଆ, କୋଟି କୋଟି ଟଙ୍କାର ବାଲି ଚୋରି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୀଳଗିରି ୦୭।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନ ନଦୀ କାଠପାଳ ଠାରେ ମାତିଛନ୍ତି ବାଲି ମାଫିଆ। ମଧ୍ୟରାତ୍ରିରୁ ସକାଳ ୭ଟା ପର୍ଯ୍ୟନ୍ତ ଶହ ଶହ ଟ୍ରାକ୍ଟର ଯୋଗେ ବାଲି ଉଠାଯାଇ ଆଖପାଖ ଅଞ୍ଚଳରେ ଗଛିତ କରି ରଖୁଛନ୍ତି ବାଲି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ଉପରେ ବର୍ଷିଲେ ଆନ୍ଧ୍ର ନେତା: ‘କୋଟିଆ ଉପରେ ଓଡ଼ିଶାର ଯେତିକି ଅଧିକାର, ଆନ୍ଧ୍ରର ମଧ୍ୟ ‌ସେତିକି ଅଧିକାର’

ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆରେ ପୁଣି ଓଡ଼ିଶା ବିରୋଧରେ ବର୍ଷିଛନ୍ତି ଆନ୍ଧ୍ରର ରାଜନେତା। ଓଡ଼ିଶାର ଅଧିକାରୀଙ୍କୁ ସୁପ୍ରିମକୋର୍ଟକୁ ଟାଣିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି। ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଜଣେ ରାଜନେତାଙ୍କ ଏଭଳି ଆଚରଣ ଚକିତ କରୁଛି। ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ତୁଟାଇବା ବଦଳରେ ବଢ଼ାଇବା ପାଇଁ ଉଦ୍ୟମ କରିଥିବା ମତ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, କିଛିଦିନ ତଳେ କୋଟିଆ ପଞ୍ଚାୟତରେ ଆନ୍ଧ୍ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡି ଖୋଲୁଛି ରହସ୍ୟ, ଅର୍ଚ୍ଚନା ନାଗ ରିମାଣ୍ଡର ଆଜି ୨ ଦିନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର ୦୭।୧୨ : ଇଡି ଖୋଲୁଛି ନାଗ ପେଡି । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ରିମାଣ୍ଡର ଆଜି ଦ୍ବିତୀୟ ଦିନ । ବୁଧବାର ପୁଣି ଗୁଡାଇତୁଡାଇ ପ୍ରଶ୍ନ କରିପାରେ ଇଡି । ସାତ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୪ ଦିନ ହେଲା ମଣ୍ଡିରେ ପଡ଼ିଛି ଧାନ: କଟ୍‌ନି ଛଟ୍‌ନି ସମସ୍ୟା ନେଇ ଚାଷୀ ଅସନ୍ତୋଷ

ସମ୍ବଲପୁର: ଯାହା ଆଶଙ୍କା କରାଯାଉଥିଲା, ସେଇଆ ହୋଇଛି।‌ ଏଥର ବି ଧାନ ଉଠାଣକୁ ନେଇ ଉପୁଜିଲାଣି ସମସ୍ୟା। ଗୋଟିଏପଟେ ବିଳମ୍ବରେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଥିବାବେଳେ ଅନ୍ୟପଟେ କଟ୍‌ନି ଛଟ୍‌ନି ଜିଦ୍‌ରେ ମିଲର୍ସ ଧାନ ଉଠାଉନାହାନ୍ତି। ଆଉ ଏହି ବ୍ୟବସ୍ଥା ମଧ୍ୟରେ ଛନ୍ଦି ହୋଇ ଚିନ୍ତାରେ ଚାଷୀ। ମଣ୍ଡି ଖୋଲିବା ଦିନଠାରୁ କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ରହିଛି। ଏଭଳି ସ୍ଥିତିରେ ହାତୀ ଉପଦ୍ରବ ଓ ଚୋରି ଭୟ ମଧ୍ୟ ଘାରିଛି। ଶୀତ କାକରରେ […]

ଅପରାଧ ରାଜ୍ୟ

ଠକେଇ ଅଭିଯୋଗ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଏତଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର ୦୭।୧୨ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଏତଲା । ସୁନା ଦୋକାନରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗ । ଭୁବନେଶ୍ୱର ସହିଦ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସହରରେ ମଶାଙ୍କ ରାଜୁତି, ବେଫିକର ବିଏମ୍‌ସି

ବ୍ରହ୍ମପୁର : ମଶା ଯନ୍ତ୍ରଣାରେ ସହରବାସୀ ଛଟପଟ। ସଂଧ୍ୟା ହେବା ମାତ୍ରକେ ବାହାରେ ରହି ହେଉନାହିଁ କି ଘରେ ବସି ହେଉନାହିଁ। ସହରରେ ମଶା ଏଭଳି ଭାବେ ବଢ଼ିଛି ଯେ ଘରେ ଘରେ ମଶା ନିୟନ୍ତ୍ରଣ ପାଇଁ କିଏ ମଶା ନିବାରଣ ଧୂଆଁ ବ୍ୟବହାର କରୁଛି ତ ପୁଣି କିଏ ମସ୍‌କ୍ୟୁଟୋ ଅଏଲ୍‌। କିଏ ପୁଣି ହାତରେ ମଶା ମାରିବା ପାଇଁ ବ୍ୟାଟ୍‌ ଧରି ବୁଲାଉଥିବା ଦେଖିବାକୁ ମିଳିଛି। ମଶାଙ୍କ ଦାଉରୁ ମୁକୁଲିବା ପାଇଁ ଲୋକେ ତ୍ରାହି […]

ଅପରାଧ ରାଜ୍ୟ

ବେଫିକର୍‌ ଗୋରୁ ମାଫିଆ, ଯୋଡିଆ ଘାଟିରେ ଏସ୍‌ଟିଏଫ୍‌ ଉପରକୁ ଗୁଳିମାଡ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ କେନ୍ଦୁଝର ୦୭।୧୨ : ଗୋରୁ ମାଫିଆଙ୍କ ଦୌରାତ୍ମ୍ୟା । ଏସ୍‌ଟିଏଫ୍‌ ଉପରକୁ ଗୁଳିମାଡ଼ । କେନ୍ଦୁଝର ଜିଲ୍ଲା ଯୋଡିଆ ଘାଟିରେ ଘଟିଛି ଏହି ଘଟଣା । ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ୫ଟି ଗୋରୁ ଗାଡିକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କିଆଙ୍ଗରେ ଅଜଣା ରୋଗ ଆତଙ୍କ, ୬ ଦିନରେ ଗଡିଲାଣି ୩ ମୁଣ୍ଡ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମାଲକାନଗିରି ୦୭/୧୨: ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତରେ ଗତ କିଛିଦିନ ହେଲା ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଗତ ୬ଦିନ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଥିବାର ଜଣାପଡ଼ିଛି […]