ବିଶ୍ୱବ୍ୟାଙ୍କର ସତର୍କବାଣୀକୁ ନେଇ ଚିନ୍ତାରେ ଭାରତ, ‘ମଣିଷର ସହିବା ସୀମା ଟପିବ ତାପମାତ୍ରା’
ବ୍ୟୁରୋ : ପ୍ରତିବର୍ଷ ଦେଶରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ଭାବେ ଜଳବାୟୁ ପରିବର୍ତ୍ତନ ବୋଲି କୁହାଯାଉଛି । ଏଭଳି ଜଳବାୟୁ ପରିବର୍ତ୍ତନ ଫଳରେ ସଠିକ ସମୟରେ ଶୀତ ଅନୁଭବ ହେଉନଥିବା ବେଳେ ବର୍ଷା ହେବାର କିଛି ତାଳମେଳ ରହୁନାହିଁ । ସବୁଠାରୁ ବଡକଥା କି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅସମୟରେ ବନ୍ୟା ଓ ବାତ୍ୟା ଭଳି ସ୍ଥିତି ଦେଖାଦେଉଛି । କିନ୍ତୁ ଏସବୁ ଭିତରେ ବିଶ୍ୱବ୍ୟାଙ୍କ ଯେଉଁ ସତର୍କବାଣୀ ଜାରି କରିଛି […]









