ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀର ଦିଲ୍ ଜିତିଲା ଆପ୍ । ୧୩୪ ଆସନରେ ବିଜୟ ସହ ଏମସିଡି ନିର୍ବାଚନରେ ମାରିଲା ବାଜି, ୧୫ ବର୍ଷ ପରେ ବିଜେପି ହାତରୁ ଖସିଲା ଏମସିଡି ।

ବ୍ୟୁରୋ : ଦିଲ୍ଲୀର ଦିଲ୍ ଜିତିନେଲେ କେଜ୍ରିୱାଲ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆପ୍ ଦେଖାଇଲ ଦମ୍ । ୧୩୪ ଆସନରେ ବିଜୟ ସହ ଦିଲ୍ଲୀ ଏମସିଡି ଦଖଲକୁ ନେଇଛି ଆମ୍ ଆଦମୀ ପାର୍ଟି । ଏହାସହ ଦୀର୍ଘ ୧୫ ବର୍ଷ ଧରି ବିଜେପିର ଗଡ ଥିବା ଏମସିଡିକୁ କରାୟତ୍ତ କରିଛି କେଜ୍ରିୱାଲଙ୍କ ଆପ୍ । ପ୍ରଥମରୁ ଉଭୟ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଭୋଟ ଗଣତି […]

ରାଜ୍ୟ

ତାମିଲନାଡ଼ୁର ସଫେଇ କପଡ଼ା, ଓଡ଼ିଶାରେ ସ୍କୁଲ୍‌ ପୋଷାକ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭବାନୀପାଟଣା, (ଦେବେନ୍ଦ୍ର ବିଶି): ଓଡ଼ିଶାରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଉଛି। ଏହି ପୋଷାକ ପରିଧାନଯୋଗ୍ୟ କି ନୁହଁ, ଏନେଇ ମାନ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହାର ସୁଯୋଗରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିମୁଦ୍ରିକରଣ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ବ୍ୟୁରୋ : ୨୦୧୬ ମସିହାରେ ହୋଇଥିବା ବିମୁଦ୍ରିକରଣକୁ ଭୁଲ ନିଷ୍ପତ୍ତି ବୋଲି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ସରିବା ପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । ଏହା ସହ କୋର୍ଟ ସମସ୍ତ ପକ୍ଷଙ୍କୁ ୨ ଦିନ ମଧ୍ୟରେ ଲିଖିତ ଦଲିଲ୍ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ୫୮ ଟି ଆବେଦନ ଦାଖଲ କରାଯାଇଥିଲା । ଜଷ୍ଟିସ ଏସ୍ ଅବ୍ଦୁଲ ନଜୀରଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୂର୍ଯ୍ୟମନ୍ଦିର: କାରୁକାର୍ଯ୍ୟକୁ ବିକୃତ କରୁଛି ଆଲୋକୀକରଣ, ପ୍ରଶ୍ନ ଉଠାଇଲେ ସୁଦର୍ଶନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିରରେ ଆଲୋକୀକରଣକୁ ନେଇ ବିବାଦ ମୁଣ୍ଡ ଟେକିଛି। ଭୁଲ ଆଲୋକୀକରଣ ବ୍ୟବସ୍ଥା ପାଇଁ ଓଡ଼ିଶାର ଜାତିର ପରିଚୟ ତଥା ବିଶ୍ବ ଐତିହ୍ୟ କୀର୍ତ୍ତିରାଜି କୋଣାର୍କ ସୂର୍ଯ୍ୟମନ୍ଦିର ବିକୃତ ଲାଗୁଛି। ଏଭଳି ଅଭିଯୋଗ ଆଣିଛନ୍ତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ […]

ଅପରାଧ ଦେଶ ବିଦେଶ

ମୁମ୍ବାଇର ୩ ବଡ ଷ୍ଟେସନକୁ ଉଡାଇଦେବାକୁ ଧମକ । ପୋଲିସ ହାତରେ ଧରାପଡିଲା ସନ୍ଦିଗ୍ଧ

ବ୍ୟରୋ ରିପୋର୍ଟ: ମହରାଷ୍ଟ୍ରରୁ ବଡ ଖବର । ଜଣେ ଅଜ୍ଞାତ ବ୍ୟକ୍ତି ନବୀ ମୁମ୍ବାଇର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଦାଦର, କୁର୍ଲା, ସିଏସଏମଟି ପରି ୩ଟି ବଡ ଷ୍ଟେସନରେ ବିସ୍ଫୋରଣ କରିବାକୁ ଧମକ ଦେବା ପରେ ପୋଲିସର ଚିନ୍ତା ବଢିଯାଇଥିଲା । ହେଲେ ପୋଲିସର ତନାଘନା ପରେ ଫୋନ କରି ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଫୋନ କରି ବ୍ୟକ୍ତି ଜଣକ ପୋଲିସକୁ କହିଥିଲା ଯେ, ପୋରବନ୍ଦରରୁ କିଛି ଲୋକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଡ଼ୁଚେରି ସମୁଦ୍ରରେ ଓଡ଼ିଶାର ସ୍କୁବା ଡାଇଭର୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ପୁରୀର ଦୁଇ ସ୍କୁବା ଡାଇଭର୍‌ ପୁଡୁଚେରୀ ରକ୍‌ ବିଚ୍‌ ସମୁଦ୍ରରେ ୫୦ ଫୁଟ୍‌ ଗଭୀର ଜଳରାଶିରେ ସେମାନଙ୍କ ପ୍ରଦର୍ଶନ ଦେଖାଇଛନ୍ତି। ଡ୍ରାଇଭ୍‌ ଦି ୱାର୍ଲ୍ଡ ଅନୁଷ୍ଠାନ ପକ୍ଷରୁ ପୁଡୁଚେରୀରେ ଆୟୋଜିତ ଜାତୀୟ ସ୍କୁବା ଡାଇଭିଂ କର୍ମଶାଳାରେ ‘ଜୟ ଓଡ଼ିଶା’ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆପାର୍ଟମେଣ୍ଟ ମାଲିକାନା ମାମଲା: ସାନି ସ୍ପଷ୍ଟୀକରଣ ବିଜ୍ଞପ୍ତି ଜାରି କରିବେ ଆଇଜିଆର୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ଆପାର୍ଟମେଣ୍ଟ୍ ମାଲିକାନା ମାମଲାରେ ୨୦୨୨, ଜୁଲାଇ ୧୪ର ବିଜ୍ଞପ୍ତିରେ ରହିଥିବା ଦ୍ବନ୍ଦ୍ବ ଦୂର ପାଇଁ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ (ଆଇଜିଆର୍‌)ଙ୍କ ପକ୍ଷରୁ ଜାରି ସ୍ପଷ୍ଟୀକରଣକୁ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରାଯିବ। ଏ ନେଇ ଆଇଜିଆରଙ୍କ ତରଫରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମାତ୍ର ୧୦ ଟଙ୍କାରେ ପେଟପୁରା ଖାଇବାକୁ ଦେଉଛନ୍ତି ଯୁବକ । ଆନନ୍ଦ ମହିନ୍ଦ୍ରା ଖୁସି ହୋଇ ମାଗିଲେ ଠିକଣା ଏବଂ କହିଲେ…

ବ୍ୟୁରୋ: ଦେଶର ଜଣାଶୁଣା ଉଦ୍ୟୋଗପତି ତଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପର ମାଲିକ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ । ତାଙ୍କର ଅନେକ ଟ୍ୱିଟ୍ ଅନେକ ସମୟରେ ଭାଇରାଲ ହେଉଥିବା ଦେଖାଯାଏ । ଏବେ ତାଙ୍କର ଆଉ ଏକ ନୂଆ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । ଏଥର ଜଣେ ଯୁବକଙ୍କୁ ନେଇ ତାଙ୍କର ଟ୍ୱିଟ୍ , ଯିଏ ମାତ୍ର ୧୦ ଟଙ୍କାରେ ଗରୀବ ଲୋକଙ୍କୁ ପେଟ ପୁରା ଖାଇବାକୁ ଦେଉଛନ୍ତି । ଜାଣନ୍ତୁ […]

ରାଜନୀତି ରାଜ୍ୟ

ଆରମ୍ଭ ହେଲା ପଦ୍ମପୁର ଭୋଟ ଗଣତି: ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବରଗଡ଼: ପଦ୍ମପୁରରେ ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ […]

ଅପରାଧ ଦେଶ ବିଦେଶ

୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦିଆଗଲା ବିଷ! ସେମାନଙ୍କ ଦୋଷ ଥିଲା ଏତିକି ଯେ…

ବ୍ୟୁରୋ: ଇରାନରେ ତେଜିଥିବା ହିଜାବ ବିରୋଧୀ ଆନ୍ଦୋଳନ ଭିତରେ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ହିଜାବ ଆନ୍ଦୋଳନରେ ସାମିଲ ହେଲେ ବୋଲି ଇରାନ ସରକାର ରଚିଲେ ସାଙ୍ଘାତିକ ଷଡଯନ୍ତ୍ର । ୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦେଇଥିଲେ ବିଷ । ସେମାନଙ୍କ ଦୋଷ କେବଳ ଏତିକି ଯେ, ସେମାନେ ହିଜାବ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ହେଲେ ଭାଗ୍ୟ ସେମାନଙ୍କ ସାଥ୍ ଦେଇଥିଲା । ମୃତ୍ୟୁରୁ ବଞ୍ଚିଯାଇଥିଲେ ହେଲେ ସେମାନଙ୍କ ସ୍ୱାସ୍ଥ୍ର‌୍ୟ […]