ଉପକୂଳ ପରିବହନ ଓ ପର୍ଯ୍ୟଟନ ବିକାଶ ସ୍ବପ୍ନ ଚୂନା: ଭାରତମାଳା ପ୍ରକଳ୍ପରୁ ବାଦ୍ ପଡ଼ିଲା ଗଞ୍ଜାମ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ଓଡ଼ିଶା ଉପକୂଳର ପ୍ରତ୍ୟେକ ଜିଲ୍ଲାକୁ ସଡ଼କପଥରେ ସିଧାସଳଖ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଭାରତମାଳା ପ୍ରକଳ୍ପ ହାତକୁ ନେଇଥିଲେ। ଏହି ପ୍ରକଳ୍ପ ଜରିଆରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍ ହାଇୱେ ନିର୍ମାଣ ପାଇଁ […]









