ଅପହଞ୍ଚ ଅଞ୍ଚଳ ଦେବଭୂଇଁ: ୧୫ କିମି ଚାଲିଚାଲି ଗଲେ ହିନ୍ଦୋଳ ଘାଟିରେ ମିଳୁଛି ନେଟ୍ୱାର୍କ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନରସିଂହପୁର : ଗ୍ରାମାଞ୍ଚଳରେ ଲୋକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ନିକଟରେ ରାସନ ସାମଗ୍ରୀ ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ହେଲେ, ନରସିଂହପୁର ବ୍ଲକ୍ର ଉପାନ୍ତ ଅଞ୍ଚଳ ଦେବଭୂଇଁ […]









