ଏଠି ଶୁକ୍ରବାର ଛୁଟି, ରବିବାର ଖୋଲା!
କଟକ : ସରକାରୀ ବ୍ୟବସ୍ଥାରେ ଚାଲିଛି ସ୍କୁଲ୍। ଓଡ଼ିଶା ସରକାର ସବୁ ସୁବିଧାସୁଯୋଗ ସ୍କୁଲକୁ ଦେଉଛନ୍ତି। କିନ୍ତୁ ସାଧାରଣ ସ୍କୁଲ ଭଳି ଏଠି ପଢୁଥିବା ସ୍କୁଲ୍ର ଛାତ୍ରଛାତ୍ରୀ ରବିବାର ଛୁଟି ନ ପାଇ ଶୁକ୍ରବାର ଦିନ ସାପ୍ତାହିକ ଛୁଟି ପାଉଛନ୍ତି। ସବୁ ସରକାରୀ ଅଫିସ, ସ୍କୁଲ, କଲେଜ ରବିବାର ଛୁଟି ରହୁଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ ସରକାରୀ ଅଥବା ସରକାରୀ ଅନୁଦାନପ୍ରାପ୍ତ ମଦ୍ରାସା ଓ ସରକାରୀ ସ୍କୁଲରେ ଶୁକ୍ରବାର ସାପ୍ତାହିକ ଛୁଟି କାହିଁକି ବୋଲି ସାଧାରଣରେ ପ୍ରଶ୍ନ […]









