୪ ବର୍ଷରେ ଧରାପଡ଼ିଲେଣି ୪୫ ଦୁର୍ନୀତିଖୋର୍
ଭୁବନେଶ୍ବର : ପୁଲିସ୍ ବିଭାଗରେ ଦୁର୍ନୀତିଖୋର୍ଙ୍କ ତାଲିକା ଲମ୍ବିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୭ରୁ ୨୦୨୧ ମସିହା, ୪ ବର୍ଷ ମଧ୍ୟରେ ୪୫ ପୁଲିସ୍ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଡିଏସ୍ପି ରାଙ୍କ୍ର ଅଧିକାରୀ ଥିବା ବେଳେ ୨୬ ସବ୍-ଇନ୍ସପେକ୍ଟର୍, ୧୮ ଇନ୍ସପେକ୍ଟର୍ଙ୍କ ନାମ ସାମିଲ ରହିଛି। ୨୦୧୭ରେ ୩ଜଣ ସବ୍-ଇନ୍ସପେକ୍ଟର୍ ଓ ୬ଜଣ ଇନ୍ସପେକ୍ଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ୧୨ ଏସ୍ଆଇ ଓ ୪ […]









